ARTICLE AD BOX
ଓଡ଼ିଶା ପୁଲିସରେ ଯୋଗଦେବା ପାଇଁ ଯୁବପିଢ଼ିଙ୍କ ପାଖରେ ବଡ଼ ସୁଯୋଗ ପହଞ୍ଚିଛି। କମ୍ବାଇଣ୍ଡ ୟୁନିଫର୍ମଡ୍ ସର୍ଭିସେସ୍ ମାଧ୍ୟମରେ ୭୨୬୮ ପଦବି ପୂରଣ ହେବ। ଏନେଇ ଓଡ଼ିଶା ୟୁନିଫର୍ମଡ୍ ସର୍ଭିସ ଷ୍ଟାଫ୍ ସିଲେକ୍ଶନ କମିସନ...
/sambad/media/media_files/2026/10/23/new-project-1-2026-10-23-19-28-19.jpg)
ଭୁବନେଶ୍ବର: ଓଡ଼ିଶା ପୁଲିସରେ ଯୋଗଦେବା ପାଇଁ ଯୁବପିଢ଼ିଙ୍କ ପାଖରେ ବଡ଼ ସୁଯୋଗ ପହଞ୍ଚିଛି। କମ୍ବାଇଣ୍ଡ ୟୁନିଫର୍ମଡ୍ ସର୍ଭିସେସ୍ ମାଧ୍ୟମରେ ୭୨୬୮ ପଦବି ପୂରଣ ହେବ। ଏନେଇ ଓଡ଼ିଶା ୟୁନିଫର୍ମଡ୍ ସର୍ଭିସ ଷ୍ଟାଫ୍ ସିଲେକ୍ଶନ କମିସନ (ଓୟୁଏସ୍ଏସ୍ଏସ୍ସି) ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି।
ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁସାରେ ଉପରୋକ୍ତ ପଦବିଗୁଡ଼ିକ ପାଇଁ ୨୦୨୬ ଅକ୍ଟୋବର ୨୩ ତାରିଖ ସନ୍ଧ୍ୟା ୫ଟାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପୁଲିସ ଚାକିରି ପାଇଁ ପ୍ରସ୍ତୁତି ଜାରି ରଖିଥିବା ପ୍ରାର୍ଥୀମାନେ ୨୦୨୬ ନଭେମ୍ବର ୧୨ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ଆବେଦନ କରିପାରିବେ। ତେବେ ଏହି ପଦବିଗୁଡ଼ିକର ଆବେଦନ ଶୁଳ୍କ ୨୦୨୬ ନଭେମ୍ବର ୧୩ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ଦେୟ ଦେଇପାରିବେ। ଏହି ପ୍ରକିୟା ଅନ୍ଲାଇନ୍ ମାଧ୍ୟମରେ କରାଯାଇଛି। ଅଧିକ ଜାଣିବା https://ousssc.odisha.gov.in ରେ ଲଗ୍ଇନ୍ କରନ୍ତୁ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
2


