Jewellery Show: ମାଲାବାର୍‌ର ବ୍ରାଣ୍ଡେଡ୍‌ ଜୁଏଲାରି ସୋ’

1 week ago 5
ARTICLE AD BOX

ଭୁବନେଶ୍ବର: ମାଲାବାର ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସର ସହିଦନଗର ଷ୍ଟୋର୍‌ରେ ସ୍ବତନ୍ତ୍ର ବ୍ରାଣ୍ଡେଡ୍‌ ଜୁଏଲାରି ସୋ ଆରମ୍ଭ ହୋଇଛି। ଏହାକୁ ଓଲିଉଡ୍‌ ଅଭିନେତ୍ରୀ ଅଙ୍କିତା ଦାସ ଉଦ୍‌ଘାଟନ କରିଥିଲେ। ଏହା ହେଉଛି ସୁନା, ଅନକଟ୍‌ ଡାଇମଣ୍ଡ, ମୂଲ୍ୟବାନ ରତ୍ନପଥର ଓ ମାଇନ୍‌ ଡାଇମଣ୍ଡର ଏକ ପ୍ରଦର୍ଶନୀ ଓ ସେଲ୍‌। ଏଥିରେ ଗ୍ରାହକମାନେ ମାଣିକ, ପାନ୍ନା, ଅନକଟ୍‌ ହୀରା ଗହଣା, ଖଣି ହୀରା ଗହଣା ଏବଂ ଏଥ୍‌ନିକ୍ସ ଓ ଡିଭାଇନ୍‌ ଗହଣା ପାଇପାରିବେ। 

ମାଲାବାର ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସର ‘ବ୍ରାଇଡ୍‌ ଅଫ୍ ଇଣ୍ଡିଆ’ ଅଭିଯାନ

ଏହି ସୋ’ରେ ମାଲାବାର ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସର ସ୍ବତନ୍ତ୍ର ଅନ୍‌କଟ୍‌ ହୀରା ଗହଣା ସମ୍ଭାର ଏରା, ମୂଲ୍ୟବାନ ରତ୍ନପଥର ଗହଣା ସମ୍ଭାର ପ୍ରେସିଆ, ହୀରା ଗହଣା ସମ୍ଭାର ମାଇନ୍ ଆଦି ମଧ୍ୟ ସାମିଲ କରାଯାଇଛି। ଏହି ସୋ’ ଚଳିତ ମାସ ୭ରୁ ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଥିବା ପ୍ରତିଟି ଗହଣା ଭାରତୀୟ ଡିଜାଇନର ଉତ୍କୃଷ୍ଟ କଳା ଓ କାରିଗରୀ ପ୍ରତିଫଳିତ ହୋଇଥିବା ମାଲାବାର ପକ୍ଷରୁ କୁହାଯାଇଛି।

ବିନ୍ଦି ଲଗାଇ ନଥିବାରୁ ସୋସିଆଲ୍‌ ମିଡିଆରେ କରୀନା କପୁରଙ୍କ ମାଲାବାର ଗୋଲ୍ଡ ବିଜ୍ଞାପନକୁ ନେଇ ଝଡ଼

Read Entire Article
LEFT SIDEBAR AD

Hidden in mobile, Best for skyscrapers.