ARTICLE AD BOX
Jajpur Robbery & Firing: Jeweller Couple Shot, 4 KG Silver Stolen | Argus News A shocking incident of armed robbery and firing has been reported from the Jajpur Sadar police station area near Shiba Chhak and Indaroi. Unidentified criminals opened fire on a jewellery shop owner, Bijay Sahoo of 'Maa Mangala Jewellery', and his wife while they were returning home after closing their store. The miscreants looted over 4 kilograms of silver ornaments before fleeing the scene. ଯାଜପୁର ସଦର ଥାନା ଅନ୍ତର୍ଗତ ଶିବା ଛକ ଓ ଇନ୍ଦାରୋଇ ନିକଟରେ ଘଟିଛି ଏକ ବଡ଼ ଧରଣର ଲୁଟ୍ ଓ ଗୁଳିକାଣ୍ଡ। 'ମା ମଙ୍ଗଳା ଜୁଏଲରୀ'ର ମାଲିକ ବିଜୟ ସାହୁ ଏବଂ ତାଙ୍କ ପତ୍ନୀ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଦୁର୍ବୁତ୍ତମାନେ ଆକ୍ରମଣ କରି ଗୁଳିଚାଳନା କରିଥିଲେ। ଦୁର୍ବୁତ୍ତମାନେ ସେମାନଙ୍କଠାରୁ ୪ କିଲୋଗ୍ରାମରୁ ଅଧିକ ରୁପା ଅଳଙ୍କାର ଲୁଟି ନେଇ ଫେରାର ହୋଇଯାଇଥିବା ବେଳେ ଖବର ପାଇ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। #JajpurCrime #JajpurFiring #RobberyInJajpur #JewellerAttacked #CrimeNewsOdisha #LawAndOrder #JajpurSadarPolice #SilverLoot #FiringNews #OdishaCrime #CrimeUpdate #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

20 hours ago
2


