Warning: session_start(): open(/home/z0bkvexwnqtm/public_html/cgpt.in/src/var/sessions/sess_5ot9sdh1rm0t6ucklciir7jf4d, O_RDWR) failed: Disk quota exceeded (122) in /home/z0bkvexwnqtm/public_html/cgpt.in/src/bootstrap.php on line 59

Warning: session_start(): Failed to read session data: files (path: /home/z0bkvexwnqtm/public_html/cgpt.in/src/var/sessions) in /home/z0bkvexwnqtm/public_html/cgpt.in/src/bootstrap.php on line 59
Jagannath Temple: ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ - CGPT.IN

Jagannath Temple: ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ

1 hour ago 2
ARTICLE AD BOX

ଶ୍ରୀମନ୍ଦିରରେ ହେଲା ବଡ଼ ମହାସ୍ନାନ। ଦେଢ଼ ଘଣ୍ଟା ବନ୍ଦ ରହିଥିଲା ସର୍ବସାଧାରଣ ଦର୍ଶନ। ଧୁକୁଡି ଦ୍ୱାରରେ ବାନ୍ତି ପଡ଼ିଥିବାରୁ ବଡ଼ ମହାସ୍ନାନ ନୀତି ହୋଇଛି। ଏହାପରେ ସୁରୁଖୁରୁରେ ପୁଣି ସର୍ବସାଧାରଣ ଦର୍ଶନ ଚାଲିଛି।

 (Sambad.in) bada-mahasnana-at-jagannath-temple Photograph: (Sambad.in)

ପୁରୀ: ଶ୍ରୀମନ୍ଦିରରେ ହେଲା ବଡ଼ ମହାସ୍ନାନ। ଦେଢ଼ ଘଣ୍ଟା ବନ୍ଦ ରହିଥିଲା ସର୍ବସାଧାରଣ ଦର୍ଶନ। ଧୁକୁଡି ଦ୍ୱାରରେବାନ୍ତି ପଡ଼ିଥିବାରୁ ବଡ଼ ମହାସ୍ନାନ ନୀତି ହୋଇଛି। ସକାଳ ଧୂପ ପରେ ଭିତରକାଠ ଦର୍ଶନ ଚାଲିଥିବା ବେଳେ ବାନ୍ତି ପଡ଼ିଥିବା ନଜର ଆସିଥିଲା । ଏହାପରେ ବଡ଼ ମହାସ୍ନାନ ଅନୁଷ୍ଠିତ ହୋଇଥିଲା।

ସାଧାରଣ ଦର୍ଶନ ପ୍ରଭାବିତ ହୋଇଥିଲା

ଏଥିଲାଗି ଦେଢ଼ ଘଣ୍ଟା ସାଧାରଣ ଦର୍ଶନ ପ୍ରଭାବିତ ହୋଇଥିଲା। ଏହାପରେ ସୁରୁଖୁରୁରେ ପୁଣି ସର୍ବସାଧାରଣ ଦର୍ଶନ ଚାଲିଛି।

Arrested: ବେଆଇନ ବନ୍ଧୁକ ରଖିଥିବା ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କଲା କୋରେଇ ପୁଲିସ୍

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.