'Islamic NATO' Emerges? Saudi Arabia, Turkey, and Pakistan Sign Major Defense Pact in Mecca

3 days ago 3
ARTICLE AD BOX


'Islamic NATO' Emerges? Saudi Arabia, Turkey, and Pakistan Sign Major Defense Pact in Mecca | Argus News ବିଶ୍ବ ରାଜନୈତିକ ଅସ୍ଥିରତା ଭିତରେ ଏକାଠି ହେଉଛନ୍ତି ମୁସଲମାନ ବହୁଳ ରାଷ୍ଟ୍ର । ସାଉଦି ଆରବ, ତୁର୍କୀ ଓ ପାକିସ୍ତାନ ମଧ୍ୟରେ ଏକ ବଡ଼ ତ୍ରିପାକ୍ଷିକ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଯାହାକୁ ଆନ୍ତର୍ଜାତୀୟ ଗଣମାଧ୍ୟମରେ 'ଇସଲାମିକ୍ ନାଟୋ' ବୋଲି କୁହାଯାଉଛି । ସାଉଦି ଆରବର ମକ୍କାରେ ଆୟୋଜିତ ଶିଖର ସମ୍ମିଳନୀରେ ସାଉଦି କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରୀଫ ଓ ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ ଏରଦୋଗାନ ଯୋଗଦେଇ, ଏହି ମିଳିତ ସାମରିକ ଚୁକ୍ତିରେ ସ୍ୱାକ୍ଷର କରିଛନ୍ତି । ମକ୍କା ଯୁଗ୍ମ ପ୍ରତିରକ୍ଷା ଚୁକ୍ତି ଅନୁସାରେ, ତିନିଟି ଦେଶ ମଧ୍ୟରୁ କୌଣସି ଗୋଟିଏ ଦେଶ ଉପରେ ସଶସ୍ତ୍ର ଆକ୍ରମଣ ହେଲେ, ତାହାକୁ ଅନ୍ୟ ସମସ୍ତ ଦେଶ ଉପରେ ଆକ୍ରମଣ ଭାବେ ଗ୍ରହଣ କରାଯିବ । NATOର ‘ଆର୍ଟିକିଲ୍ ୫’ ଭଳି ଏହି ସାମୂହିକ ସୁରକ୍ଷା ଧାରା ସତ୍ତ୍ୱେ, ଏହି ମେଣ୍ଟକୁ ଏକ 'ଇସଲାମିକ୍ ନାଟୋ' ଆଖ୍ୟା ଦେବା ଅତି ଶୀଘ୍ର ହୋଇଯିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି । ତତାପି ଏହି ସାମରିକ ଚୁକ୍ତିପତ୍ର, ମଧ୍ୟପ୍ରାଚ୍ୟ ଓ ଦକ୍ଷିଣ ଏସିଆର ସୁରକ୍ଷା ସମୀକରଣକୁ ବଦଳାଇ ଦେବା ଆଶଙ୍କା ରହିଛି । ଭାରତ ସରକାର ଓ ନୂଆଦିଲ୍ଲୀ ଏହା ଉପରେ କଡ଼ା ନଜର ରଖିଛନ୍ତି । In a significant geopolitical move, Saudi Arabia, Turkey, and Pakistan have signed a historic trilateral defense agreement in Mecca, often dubbed as the 'Islamic NATO'. The pact, signed by Saudi Crown Prince Mohammed bin Salman, Pakistan PM Shehbaz Sharif, and Turkish President Recep Tayyip Erdogan, includes a collective security clause similar to NATO's Article 5. This means an attack on one will be considered an attack on all three nations. While defense experts debate the long-term implications, the move is expected to shift security equations in the Middle East and South Asia. New Delhi is closely monitoring these developments. Watch the full analysis on Argus News. #IslamicNATO #DefensePact #SaudiArabia #Turkey #Pakistan #MeccaAgreement #Geopolitics #GlobalSecurity #IndiaWatch #MilitaryAlliance #MiddleEastNews #SouthAsiaPolitics #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate
Read Entire Article
LEFT SIDEBAR AD

Hidden in mobile, Best for skyscrapers.