ISI Spy Racket Busted: Delhi Police Arrests Couple For Sending Sensitive Info To Pakistan

1 hour ago 2
ARTICLE AD BOX


ISI Spy Racket Busted: Delhi Police Arrests Couple For Sending Sensitive Info To Pakistan ISI ସହ ଜଡ଼ିତ ଗୁପ୍ତଚର ରାକେଟ୍‌ର ପର୍ଦ୍ଦାଫାଶ । ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍କୁ ମିଳିଛି ବଡ଼ ସଫଳତା । ପାକିସ୍ତାନର ଗୁଇନ୍ଦା ସଂସ୍ଥା ପାଇଁ କାମ କରୁଥିବା ଗୁପ୍ତଚର ମଡ୍ୟୁଲ୍‌କୁ ଠାବ କରିବା ସହ ଦମ୍ପତିଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ନାଁ ମହମ୍ମଦ ସାହିଲ ଓ ତାଙ୍କ ପତ୍ନୀ ସମୀରା । ଦମ୍ପତି ୨୦୨୪ ମସିହାରୁ ସୋସିଆଲ ମିଡିଆ ଜରିଆରେ ପାକିସ୍ତାନୀ ଗୁଇନ୍ଦା ଅଧିକାରୀଙ୍କ ସଂସ୍ପର୍ଶରେ ଆସିଥିଲେ। ସେମାନଙ୍କୁ ଦେଶର ସମ୍ବେଦନଶୀଳ ସୂଚନା ଯାଞ୍ଚ କରିବା ସହିତ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକର ତଥ୍ୟ ସଂଗ୍ରହ ପାଇଁ ଲୋକଙ୍କୁ ନିଯୁକ୍ତ କରିବାର ଦାୟିତ୍ବ ଦିଆଯାଇଥିଲା। ଭାରତୀୟ ସିମ୍ କାର୍ଡ ଦୁବାଇ ଦେଇ ପାକିସ୍ତାନ ପଠାଯାଉଥିଲା। In a major breakthrough, the Special Cell of Delhi Police has busted an espionage module linked to Pakistan's intelligence agency, ISI. A couple, identified as Mohd Sahil and his wife Samira, has been arrested for allegedly working for Pakistani handlers since 2024. #ISIRacket #DelhiPolice #SpecialCell #SpyModule #NationalSecurity #PakistaniSpies #Espionage #MohdSahil #InternalSecurity #IntelligenceBureau #AntiNationalActivities #BreakingNews #OdishaNews #OdiaNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate
Read Entire Article
LEFT SIDEBAR AD

Hidden in mobile, Best for skyscrapers.