ARTICLE AD BOX
India-Germany ₹70,000 Crore Mega Deal: 6 Powerful P-75I Submarines for Indian Navy | Argus News ଜର୍ମାନୀ ସହ ୭୦ ହଜାର କୋଟିର ବଡ଼ ଡିଲ୍ । ଭାରତକୁ ମିଳିବ ୬ଟି ଶକ୍ତିଶାଳୀ ସବମେରିନ୍ । ୭୫ ଆଇ ସବମେରିନ୍ ପ୍ରୋଗ୍ରାମକୁ ପୁଣିଥରେ କ୍ୟାବିନେଟ୍ କମିଟି ସମ୍ମୁଖକୁ ଅନୁମୋଦନ ପାଇଁ ଅଣାଯିବ। ଏହି ସବମେରିନ୍ ଗୁଡ଼ିକ ଜର୍ମାନୀ ସହ ହେବାକୁ ଥିବା ୭୦ ହଜାର କୋଟି ଟଙ୍କାର ଚୁକ୍ତିର ଅଂଶ। ରିପୋର୍ଟ ଅନୁସାରେ, ଏହି ସବମେରିନ୍ ଗୁଡ଼ିକୁ ମୁମ୍ବାଇସ୍ଥିତ ମାଝଗାଁଓ ଡକ୍ ଶିପ୍ ବିଲ୍ଡର୍ସ ଲିମିଟେଡରେ ନିର୍ମାଣ କରାଯିବ। Big deal of 70 thousand crores with Germany. India will get 6 powerful submarines. The 75 I submarine program will again be brought before the cabinet committee for approval. These submarines are part of the 70 thousand crore rupees deal with Germany. According to the report, these submarines will be built at Majhagaon Dock Ship Builders Limited in Mumbai. #SubmarineDeal #IndiaGermany #IndianNavy #P75I #MakeInIndia #DefenceNews #MazagonDock #GermanyIndia #MaritimeSecurity #ModiGovt #BreakingNews #OdishaNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

1 hour ago
3


