ARTICLE AD BOX
ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଦ୍ବିତୀୟ ଟି୨୦ ମ୍ୟାଚ୍ ହରାରେ ସ୍ପୋଟ୍ର୍ସ କ୍ଲବରେ ଶନିବାର ଦିନ ଖେଳାଯାଉଛି। ଏହି ମୁକାବିଲାରେ ଘରୋଇ ଦଳ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଈଶାନ କିଶନ ଏବଂ ତିଲକ ବର୍ମାଙ୍କ ବିସ୍ଫୋରକ ଭାରତ...
/sambad/media/media_files/2026/07/25/ishan-kishan-2026-07-25-18-04-23.jpg)
ହରାରେ: ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଦ୍ବିତୀୟ ଟି୨୦ ମ୍ୟାଚ୍ ହରାରେ ସ୍ପୋଟ୍ର୍ସ କ୍ଲବରେ ଶନିବାର ଦିନ ଖେଳାଯାଉଛି। ଏହି ମୁକାବିଲାରେ ଘରୋଇ ଦଳ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଈଶାନ କିଶନ ଏବଂ ତିଲକ ବର୍ମାଙ୍କ ବିସ୍ଫୋରକ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍ ହରାଇ ୨୧୯ ରନ୍ ସଂଗ୍ରହ କରିଛି। ଜିମ୍ବାୱେକୁ ଏହି ମ୍ୟାଚ୍ ଜିତିବା ପାଇଁ ୨୨୦ ରନ୍ର ଲକ୍ଷ୍ୟ ମିଳିଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


