IND vs NZ Test: ୨୪୬ ରନ୍‌ରେ ଅଟକିଲା ଟିମ୍ ଇଣ୍ଡିଆର ପ୍ରଥମ ଇନିଂସ, ୧୧୦ ରନ୍‌ର ଅଗ୍ରଣୀ ନେଲା ନ୍ୟୁଜିଲାଣ୍ଡ

52 minutes ago 1
ARTICLE AD BOX

ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ସିରିଜର ଦ୍ୱିତୀୟ ଏବଂ ଅନ୍ତିମ ଟେଷ୍ଟ ମ୍ୟାଚ୍ ଖ୍ରୀଷ୍ଟଚର୍ଚ୍ଚର ହାଗଲି ଓଭାଲରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତୀୟ ଦଳ ସେମାନଙ୍କର ପ୍ରଥମ ଇନିଂସରେ ୨୪୬ ରନ୍‌ କରିଛନ୍ତି।

 ୨୪୬ ରନ୍‌ରେ ଅଟକିଲା ଟିମ୍ ଇଣ୍ଡିଆର ପ୍ରଥମ ଇନିଂସ, ୧୧୦ ରନ୍‌ର ଅଗ୍ରଣୀ ନେଲା ନ୍ୟୁଜିଲାଣ୍ଡ

ଖ୍ରୀଷ୍ଟଚର୍ଚ୍ଚ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ସିରିଜର ଦ୍ୱିତୀୟ ଏବଂ ଅନ୍ତିମ ଟେଷ୍ଟ ମ୍ୟାଚ୍ ଖ୍ରୀଷ୍ଟଚର୍ଚ୍ଚର ହାଗଲି ଓଭାଲରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତୀୟ ଦଳ ସେମାନଙ୍କର ପ୍ରଥମ ଇନିଂସରେ ୨୪୬ ରନ୍‌ କରିଛନ୍ତି। ସେମାନଙ୍କର ପ୍ରଥମ ଇନିଂସ ଆଧାରରେ ନ୍ୟୁଜିଲ୍ୟାଣ୍ଡ ୧୧୦ ରନ୍‌ର ଅଗ୍ରଣୀ ନେଇଛି।  

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.