ARTICLE AD BOX
ଢେଙ୍କାନାଳ ପର୍ଜଙ୍ଗରେ ପାରିବାରିକ କଳହକୁ ନେଇ ଅଭାବନୀୟ ଘଟଣା। ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗ ପରେ ସ୍ୱାମୀଙ୍କ ମୃତ୍ୟୁ। ଘଟଣାର କାରଣ ଅସ୍ପଷ୍ଟ, ପୁଲିସ ତଦନ୍ତକୁ ଅପେକ୍ଷା।
ପର୍ଜଙ୍ଗ: ଢେଙ୍କାନାଳଜିଲ୍ଲା ପର୍ଜଙ୍ଗ ଥାନା ଦଦରlଘାଟି ଫାଣ୍ଡି ୩ ନମ୍ବର କଲୋନୀରେ ଅଭାବନୀୟ ଘଟଣା l ପାରିବାରିକ କଳହରୁ ସ୍ୱାମୀ ମିଥୁନ ନାଏକ ତାର ସ୍ତ୍ରୀକୁ ପିଟି ପିଟି ମାରିଦେବା ପରେ ଆଜି ଭୋର ସମୟରେ ନିଜେ ଘର ବାରଣ୍ଡାରେ ରଶି ଲଗାଇ ଆତ୍ମହତ୍ୟା କରିଛି l ତାଙ୍କର ଦୁଇଟି ସନ୍ତାନ ଥିବା ଜଣାପଡିଛି l
ବର୍ତ୍ତମାନ ସୁଦ୍ଧା ପୁଲିସ ପହଞ୍ଚି ନାହିଁ
ତେବେ ହତ୍ୟାକାଣ୍ଡ ଓ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇ ନାହିଁ l ଘଟଣା ସ୍ଥଳରେ ବର୍ତ୍ତମାନ ସୁଦ୍ଧା ପୁଲିସ ପହଞ୍ଚି ନ ଥିବା ଜଣା ପଡିଛି l
Madhyapradesh: ମଧ୍ୟପ୍ରଦେଶର ଦମୋହରେ ପତ୍ନୀ ଓ ୩ ସନ୍ତାନଙ୍କୁ କୁରାଢ଼ୀରେ ହାଣି ହତ୍ୟା
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 week ago
7


