Horoscope 2026 October 09: ଜାଣନ୍ତୁ ଆଜିର ରାଶିଫଳ...

1 hour ago 1
ARTICLE AD BOX

‌ମେ‌ଷ: ବ୍ୟବସାୟ ବଢ଼ାଇବା ପାଇଁ ନୂଆ ଅବସର ପାଇବେ। ଭାଇଭଉଣୀର ପୂରା ସହଯୋଗ ପାଇବେ। କାହାରିକୁ ଧାର ଦେଇ ଥିବା ଅର୍ଥ ଫେରସ୍ତ ପାଇବେ। କୌଣସି ସହପାଠୀ ମନର କଥା ଆପଣଙ୍କୁ କହିବେ। ‌ 

Aries

ବୃଷ: ଅଫିସରେ ଫୋନ୍‌ ବ୍ୟବହାର କମ୍ କରିବେ। କାହାରିକୁ ଧାର ଦେବା ପୂର୍ବରୁ ବିଚାର ବିମର୍ଶ କରନ୍ତୁ। ନୂଆ କାର୍ଯ୍ୟ କରିବା ପାଇଁ ବିଚାର କରି ପାରନ୍ତି। ଜୀବନସାଥୀ ସହିତ ଧର୍ମକାର୍ଯ୍ୟରେ ମନ ଲଗାଇବେ। ‌ 

Taurus

ମିଥୁନ: ଆପଣଙ୍କୁ ନୂଆ ଉତ୍ସରୁ ଧନ ମିଳିବ। ସାମାଜିକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିପାରେ। ବେପାରର ଭାଗୀଦାରିରୁ ଆପଣଙ୍କୁ ଲାଭ ହୋଇପାରେ। ଘରକୁ ବନ୍ଧୁ ଆସିବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ହେବ।   

 Gemini

କର୍କଟ: ପରିବାରରେ ସୁଖ ବୃଦ୍ଧି ହେବ। ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ଅଚାନକ ଧନଲାଭ ହେବ। ଦୀର୍ଘ ସମୟ ପର୍ଯ୍ୟନ୍ତ ସୁସ୍ଥ ରହିବା ପାଇଁ ଭଲ ଖାଦ୍ୟ ଭୋଜନ କରନ୍ତୁ।

Cancer
ସିଂହ: ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ। ବ୍ୟବସାୟୀ କୌଣସି ଜରୁରୀ ବୈଠକରେ ଯୋଗ ଦେଇପାରନ୍ତି। ରାଜନୀତି ଓ ସାମାଜିକ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ।

Leo

କନ୍ୟା: ଦିନଟି କ୍ୟାରିୟରରେ ନୂଆ ପରିବର୍ତ୍ତନ ଆଣିଦେବ। ବ୍ୟବସାୟ ଯଥେଷ୍ଟ ଧନଲାଭ ହେବ। ପରିବାରରେ ନୂଆ ସଦସ୍ୟ ଯୋଡ଼ିବା ଯୋଗୁଁ ସବୁ ଲୋକ ଖୁସି ହେବେ। ଲେଖକ ନୂଆ କାହାଣୀ ଲେଖିବେ।     

Virgo

ଆହୁରି ପଢ଼ନ୍ତୁ- Vastu Tips: ରାତିରେ ଶୁଖାନ୍ତୁ ନାହିଁ କପଡ଼ା ନହେଲେ ...

ତୁଳା: ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବାକୁ ଥିଲେ ଘରର ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ନେଇଯାଆନ୍ତୁ। କୋରିୟର ବ୍ୟବସାୟ କରୁଥିବା ଲୋକଙ୍କୁ ଭଲ ଲାଭ ହେବ। ସ୍ବାସ୍ଥ୍ୟରେ ଯଥେଷ୍ଟ ଧ୍ୟାନ ଦିଅନ୍ତୁ। 

Libra
ବିଛା: ଅଫିସରେ କୌଣସି କାମକୁ ନେଇ ବିଚାରବିମର୍ଶ କରିବାକୁ ପଡ଼ିପାରେ। ଆପଣଙ୍କ ଧ୍ୟାନ କାମକୁ ପୂରା କରିବାରରେ ଲାଗିରହିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଛାତ୍ରଙ୍କୁ ପରୀକ୍ଷାରେ ଭଲ ପରିଣାମ ମିଳିବ।  ‌ 

Scorpio

ଧନୁ: ପରିବାର ଲୋକଙ୍କ ସହିତ ଭଲ ସମୟ ଅତିବାହିତ କରିବେ। କୌଣସି ବିଶେଷ କାମରେ ଆପଣଙ୍କୁ ସଫଳତା ମିଳିବ। ବନ୍ଧୁ ସହିତ ଘରେ ସିନେମା ଦେଖିବାର ଯୋଜନା କରିପାରନ୍ତି।  

Sagittarius

ମକର: ଏକାଗ୍ର ମନରେ କରୁଥିବା କାମ ଲାଭଦାୟକ ସାବ୍ୟସ୍ତ ହେବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ ରହିବ। କୌଣସି ଦାୟିତ୍ବକୁ ଆପଣ ଅଣଦେଖା କରନ୍ତୁନାହିଁ। ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିବ।

Capricorn
କୁମ୍ଭ: କୌଣସି କଥାକୁ ନେଇ ସଂଶୟରେ ରହିବେ। କୌଣସି ନୂଆ କାମ ଶିଖିବେ। ପରିବାର ଲୋକଙ୍କ ସହିତ ସିନେମା ଦେଖିବାର ଯୋଜନା କରିପାରନ୍ତି। ସମାଜରେ ଆପଣଙ୍କୁ ମାନସମ୍ମାନ ମିଳିବ।    

Aquarius

ମୀନ: ଆପଣଙ୍କ ଭଲ ବ୍ୟବହାର ସମାଜରେ ଭଲ ଦୃଷ୍ଟାନ୍ତ ବନାଇବାରେ ସାହାଯ୍ୟ କରିବ। କାମ କରିବା ପାଇଁ ନୂଆ ପଦ୍ଧତି ଆପଣଙ୍କୁ ଲାଭ ଦେବ। ଠିକାଦାରଙ୍କୁ ଧନଲାଭ ହେବ। ସାଥୀ ଆପଣଙ୍କ ଭାବନାକୁ ବୁଝିବେ।    

Aquarius

Read Entire Article
LEFT SIDEBAR AD

Hidden in mobile, Best for skyscrapers.