Horoscope 2026 August 31: ଜାଣନ୍ତୁ ଆଜିର ରାଶିଫଳ

54 minutes ago 1
ARTICLE AD BOX

ମେଷ: ଚାକିରିରେ ଦୂରସ୍ଥାନକୁ ବଦଳି ହୋଇପାରନ୍ତି। ଆପଣଙ୍କ ସମୟ ପରିଜନଙ୍କ ସହିତ କଟିବ। କେହି ବନ୍ଧୁ ଆପଣଙ୍କ ସହିତ ମିଶିବା ଲାଗି ଆସିପାରନ୍ତି। ସଡ଼କରେ ଯିବାବେଳେ ସତର୍କ ରୁହନ୍ତୁ। ‌

ବୃଷ: ଆପଣଙ୍କ ସାକ୍ଷାତ ପୁରୁଣା ବନ୍ଧୁ ସହିତ ହେବ। ବେପାରରେ ଅଚାନକ ଧନଲାଭ ହେବ। ଓକିଲଙ୍କ ଲାଗି ଦିନଟି ଲାଭକାରୀ ରହିବ। ଅସହାୟଙ୍କୁ ବସ୍ତ୍ର ଦାନ କରନ୍ତୁ। ପାରିବାରିକ ଜୀବନ ସୁଖମୟ ରହିବ। 

ମିଥୁନ: ଭାଗୀଦାର କାରବାରରେ ଲାଭ ପାଇବେ। ବିବାଦଠୁ ଦୂରରେ ରୁହନ୍ତୁ। ଜୀବନସାଥୀ ସହିତ ମନୋମାଳିନ୍ୟ ହୋଇପାରେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ‌

କର୍କଟ: ଆପଣଙ୍କ ମନରେ ବିଭିନ୍ନ ପ୍ରକାର ବିଚାର ଚାଲିବାର ରହିବ। ପରିବାର ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯାଇପାରନ୍ତି। କୌଣସି ବନ୍ଧୁ ଆପଣଙ୍କ ଘରକୁ ଆସିବେ। ପ୍ରସାଧନ ବ୍ୟବସାୟୀଙ୍କର ଯଥେଷ୍ଟ ଲାଭ ହେବ। 

ସିଂହ: ବନ୍ଧୁ ସହିତ ଅଧିକ ସମୟ ବିତାଇବେ। ଉତ୍ତମ ସ୍ବାସ୍ଥ୍ୟ ପାଇଁ ମିଷ୍ଟାନ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ରହିବ। ଭାଗୀଦାରି ସହିତ ରାତ୍ରିଭୋଜନ କରିବେ। 

କନ୍ୟା: ଆପଣଙ୍କ ମନ ରଚାନାତ୍ମକ କାର୍ଯ୍ୟରେ ରହିବ। ପାଖ ଲୋକ ଆପଣଙ୍କୁ ସାହାଯ୍ୟ ମାଗି ପାରନ୍ତି। ବିଗିଡ଼ି ଥିବା ସ୍ଥିତିରେ ସୁଧାର ଆସିବ। ବେପାରରେ ଯଥେଷ୍ଟ ଲାଭ ହେ।  ପ୍ରେମୀ ଯୁଗଳ ସମ୍ବନ୍ଧରେ ମିଷ୍ଟତା ଭରିବେ। 

ତୁଳା: କୌଣସି ଶୁଭ ଖବର ପାଇବେ। ସନ୍ଧ୍ୟାରେ ପିଲାଙ୍କ ସହିତ ସମୟ କଟିବ। ଅଫିସରେ ଧୈର୍ଯ୍ୟଧରି କାମ କରନ୍ତୁ। କୋର୍ଟ କଚେରି ମାମଲାରେ ବିଜୟୀ ହେବେ। ଧାର୍ମିକ ଯାତ୍ରା ଲାଗି ଯୋଜନା କରିବେ।

ବିଛା: କାମ ଧନ୍ଦାରେ ମନ ଲାଗିବ। କୌଣସି କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ଭାବୁଥିଲେ ପୂର୍ବରୁ ଯୋଜନା ପ୍ରସ୍ତୁତି କରି ଆଗକୁ ବଢ଼ନ୍ତୁ। ଅଜଣା ବ୍ୟକ୍ତି ସହିତ କଥା ହେବାବେଳେ ଠିକ୍ ଭାଷା ପ୍ରୟୋଗ କରନ୍ତୁ। 

ଧନୁ: ନୂଆ ବ୍ୟବସାୟରେ ପୁଞି ଲଗାନ୍ତୁ ଦିଗୁଣା ଲାଭ ହେବ। ନୂଆ ଜମି କିଣିବାକୁ ଭାବୁଥିଲେ ଆଜି କିଣି ନିଅନ୍ତୁ। ପୂର୍ବ କଂପାନିର ଅନୁଭବ ଆପଣଙ୍କ କାମରେ ଆସିବ। ପ୍ରିୟଜନଙ୍କୁ ପାଇଁ ଭଲ ପୋଷାକ ଦେବେ। 

ମକର: ସମୟର ସଦୁପଯୋଗ କରନ୍ତୁ। କାରବାରରେ ଆଶାଠୁ ଅଧିକ ଲାଭ ପାଇବେ। କଲେଜ ପ୍ରୋଜେକ୍ଟ ସିନିୟରଙ୍କ ସାହାଯ୍ୟରେ କରନ୍ତୁ। ଜୀବନସାଥୀଙ୍କୁ ଏଭଳି ବଚନ ଦିଅନ୍ତୁ ଯାହା ପୂରା କରି ପାରିବେ।  

କୁମ୍ଭ: ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ରହିବ। ନୂଆ କାର୍ଯ୍ୟରେ ରୁଚି ବଢ଼ିବ। ପିଲାର କ୍ୟାରିୟର ପାଇଁ କାହାରିଠୁ ଧାର ନେବେ। ଆପଣ କିଛି ଲୋକଙ୍କ ସହିତ ମିଶି ସାମାଜିକ କାର୍ଯ୍ୟର ରୂପରେଖ ପ୍ରସ୍ତୁତି ପାରନ୍ତି। 

ମୀନ: ଆପଣଙ୍କ ସବୁ କାମ ମନମୁତାବକ ପୂରା ହେବ। ଆପଣଙ୍କ ସକାରାତ୍ମକ ବିଚାରରେ କତୃପକ୍ଷ ଖୁସି ହୋଇ କୌଣସି ଉପଯୋଗୀ ବସ୍ତୁ ଉପହାର ଦେବେ। ଛାତ୍ରଛାତ୍ରୀ ପାଠପଢ଼ାରେ ସମୟ ନିର୍ଘଣ୍ଟ ପରିବର୍ତ୍ତନ କରିବେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.