ARTICLE AD BOX
ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଶୁକୃଳି ବ୍ଳକର ଘାଗି ଆଶ୍ରମ ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ପାତ୍ର ଗତ ମାସ ୨୫ ତାରିଖରେ ଅସଦାଚରଣ କରିଥିଲେ। ସ୍କୁଲ ଛୁଟି ହେବା ପରେ ସ୍କୁଲର କବାଟ ଝରକା ବନ୍ଦ କରିବା ପାଇଁ ଡାକି ଛାତ୍ରୀଙ୍କୁ ଜୋରଜବରଦସ୍ତି ଅସଦାଚରଣ କରିଥିଲେ।
Ashram School Headmaster Arrested Over Alleged Misconduct With Class 6 Student Photograph: (sambad.in)ରରୁଆଁ: ମୟୂରଭଞ୍ଜ ଜିଲ୍ଲାର ରରୁଆଁ ଅଞ୍ଚକରେ ପୁଣି ଲଜ୍ଜା। ରରୁଆଁ ଥାନା ଶୁକୃଳି ବ୍ଳକର ଘାଗି ଆଶ୍ରମ ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ପାତ୍ର ଗତ ମାସ ୨୫ ତାରିଖରେ ଅସଦାଚରଣ କରିଥିଲେ। ସ୍କୁଲ ଛୁଟି ହେବା ପରେ ସ୍କୁଲର କବାଟ ଝରକା ବନ୍ଦ କରିବା ପାଇଁ ଡାକି lt ଛାତ୍ରୀଙ୍କୁ ଜୋରଜବରଦସ୍ତି ଅସଦାଚରଣ କରିଥିଲେ।
ଏ ନେଇ ରରୁଆଁ ଥାନାରେ ଛାତ୍ରୀଙ୍କର ଅଭିଭାବକ ଅଭିଯୋଗ କରିବା ପରେ ରରୁଆଁ ଥାନା ଅଧିକାରୀ ଗତକାଲି ରାତିରେ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ପାରିପଦାରୁ ଗିରଫ କରିଛନ୍ତି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ।.
12 Cattle Rescued: ଗୋରକ୍ଷକଙ୍କ ସାହସିକତା ଯୋଗୁ ପିକଅପରୁ ଉଦ୍ଧାର ହେଲେ ୧୨ ଗୋରୁ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


