Haiwaan: ହେୱାନ ଓ ଡକ୍ଟର ଅର୍ଥୋ ମଧ୍ୟରେ ବ୍ରାଣ୍ଡ୍‌ ସହଭାଗିିତା

2 weeks ago 12
ARTICLE AD BOX

ଚଣ୍ଡୀଗଡ଼: ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶିତ କ୍ରାଇମ୍‌ ଥ୍ରିଲର୍‌ ସିନେମା ‘ହେୱାନ’ ପରଦାରେ ରିଲିଜ୍‌ ହୋଇ ଦର୍ଶକଙ୍କ ଆଦୃତି ଲାଭ କରିଛି। ଉକ୍ତ ସିନେମା ଓ ଡକ୍ଟର ଅର୍ଥୋ ମଧ୍ୟ ବ୍ରାଣ୍ଡ୍‌ ସହଭାଗିତା ହୋଇଛି। ସିନେମାର ପ୍ରମୋସନ ଅବସରରେ କଳାକାରମାନେ କହିଥିଲେ ଯେ ଜୀବନ ଯେତେ ବ୍ୟସ୍ତବହୁଳ କିମ୍ବା ଆହ୍ବାନପୂର୍ଣ୍ଣ ହେଲେ ମଧ୍ୟ ଦୃଢ଼ ପଦକ୍ଷେପ ଦ୍ବାରା ଜୀବନ ଯାତ୍ରାକୁ ସହଜ କରାଯାଇ ପାରିଥାଏ।

ସେହିଭଳି ଡକ୍ଟର ଅର୍ଥୋ ଆକ୍ୟୁପ୍ରେସର ସ୍ଲିପର ଓ ଜୋତା ପ୍ରତି କ୍ଷଣରେ ନୂଆ ଶକ୍ତି ପ୍ରଦାନ କରିବା ସହ ପୀଡ଼ାରୁ ସଂପୂର୍ଣ୍ଣ ମୁକ୍ତି ଦେଇଥାଏ। ସିନେମାର ସଫଳତା କାମନା କରି ଉଦ୍ୟୋଗୀ ତଥା ନିବେଶକ ଡା. ସଞ୍ଜୀବ ଜୁନେଜା କୁହନ୍ତି, ଏହା ଦର୍ଶକଙ୍କୁ ବାନ୍ଧି ରଖିବା ସହିତ ଚିନ୍ତା କରିବାର ଖୋରାକ ଯୋଗାଇବ।

ଏହି ଅବସରରେ ସେ ସିନେମାର ସମ୍ପୂର୍ଣ୍ଣ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି। କମ୍ପାନିର ପ୍ରତିନିଧି କହିଛନ୍ତି ଯେ ଡକ୍ଟର ଅର୍ଥୋ ଆକ୍ୟୁପ୍ରେସର ସ୍ଲିପର୍‌ ଓ ଜୋତା ପାଦର ଯତ୍ନ ନେବା ସହିତ ଆରାମକୁ ଧ୍ୟାନରେ ରଖି ବିକାଶ କରାଯାଇଛି। ଏହି ଚପଲ ଦୈନିନ୍ଦିନ ଜୀବନରେ ପାଦକୁ ଆରାମ ଦେବା ସହିତ ଶରୀରକୁ ଶକ୍ତି ପ୍ରଦାନ ଏବଂ ସକ୍ରିୟ ରଖିବାରେ ସହାୟକ ହୋଇଥାଏ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.