Grand Welcome For Sambalpur MP At Hindol | Massive BJP Gathering In Dhenkanal | Argus News

4 days ago 1
ARTICLE AD BOX


Grand Welcome For Sambalpur MP At Hindol | Massive BJP Gathering In Dhenkanal | Argus News ସମ୍ବଲପୁର ସାଂସଦଙ୍କୁ ଭବ୍ୟ ସମ୍ବର୍ଦ୍ଧନା । ଢେଙ୍କାନାଳ ହିନ୍ଦୋଳର ଗୁଡ଼ିଆ କାଟେଣୀ ଛକରେ ବିଜେପି ନେତା ଓ କର୍ମୀମାନେ ବାଣ ଫୁଟାଇ, ବାଜା ବଜାଇ ସ୍ବାଗତ କରିଛନ୍ତି। ବିଜେପି ନେତା ଓ କର୍ମୀଙ୍କ ପକ୍ଷରୁ ଆୟୋଜନ କରାଯାଇଛି ଏକ ବିଶାଳ ସମାବେଶ। ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ନିଜେ ଉପସ୍ଥିତ ରହି ସାଂସଦଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି। କାଟେଣୀ ଛକରେ ଗାଡ଼ି ପହଞ୍ଚିବା ମାତ୍ରେ ଲୋକଙ୍କ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଯାହାକୁ ଦେଖି ସାଂସଦ ନିଜ ଗାଡ଼ିରୁ ଓହ୍ଲାଇ ସିଧାସଳଖ ଜନତାଙ୍କ ଭିଡ଼ ଭିତରକୁ ଚାଲିଯାଇଥିଲେ ଏବଂ ସେମାନଙ୍କଠାରୁ ଶ୍ରଦ୍ଧାର ସହ ଉତ୍ତରୀୟ ଗ୍ରହଣ କରିଥିଲେ। Sambalpur MP Dharmendra Pradhan received a spectacular welcome at Gudia Kateni Chhak in Hindol, Dhenkanal. The event was marked by a massive gathering of BJP leaders and workers who celebrated with crackers and traditional music. Hindol MLA Simarani Nayak was present to lead the grand reception. Seeing the overwhelming enthusiasm of the crowd, the MP stepped out of his vehicle to interact directly with the people and graciously accepted their love and traditional 'Uttariya'. This massive show of support highlights the strong connect between the leader and the public. #DharmendraPradhan #Hindol #Dhenkanal #BJP #SimaraniNayak #OdishaPolitics #GrandWelcome #PublicRally #BJPWorker #OdishaGrowth #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate
Read Entire Article
LEFT SIDEBAR AD

Hidden in mobile, Best for skyscrapers.