ARTICLE AD BOX
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ପୂର୍ବ ଶତ୍ରୁତାରୁ ଆକ୍ରମଣ ଭଳି ଘଟଣା ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ ଯୁବକକୁ ଘରୁ ଡାକି ନେଇ ଦୁର୍ବୃତ୍ତ ହାଣିଦେଇଛନ୍ତି। ପାଞ୍ଚ ଜଣ ଦୁର୍ବୃତ୍ତ ଖଣ୍ଡାରେ ଜଣେ ଯୁବକଙ୍କୁ ହାଣିପକାଇଥିବାର ସୂଚନା ମିଳିଛି।
/sambad/media/media_files/2026/09/04/attack-2026-09-04-13-27-28.jpeg)
ଦିଗପହଣ୍ଡି : ଗଞ୍ଜାମଜିଲ୍ଲା ଦିଗପହଣ୍ଡିରେ ପୂର୍ବ ଶତ୍ରୁତାରୁ ଆକ୍ରମଣ ଭଳି ଘଟଣା ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ ଯୁବକକୁ ଘରୁ ଡାକି ନେଇ ଦୁର୍ବୃତ୍ତ ହାଣିଦେଇଛନ୍ତି। ପାଞ୍ଚ ଜଣ ଦୁର୍ବୃତ୍ତ ଖଣ୍ଡାରେ ଜଣେ ଯୁବକଙ୍କୁ ହାଣିପକାଇଥିବାର ସୂଚନା ମିଳିଛି। ଦିଗପହଣ୍ଡି ଥାନା ଅନ୍ତର୍ଗତ ତିଳେଶ୍ୱର ଗ୍ରାମର ପ୍ରେମାନନ୍ଦ ବିଷୋୟୀ (୪୦)ଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବାବେଳେ ଗତକାଲି ବିଳମ୍ବିତ ରାତିରେ ଗ୍ରାମ ନିକଟରେ ଥିବା ଏକ କୁକୁଡ଼ା ଫାର୍ମରେ ଏହି ଆକ୍ରମଣ ଘଟିଛି |
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


