ARTICLE AD BOX
Former Judge Yashwant Varma Found Guilty By Parliamentary Committee In Money Transaction Case In a landmark development, the Parliamentary Inquiry Committee constituted by the Lok Sabha has found former Delhi High Court Judge Yashwant Varma guilty on all three counts of financial irregularities. The investigation followed a mysterious fire incident at Justice Varma's official residence in March 2025, where firemen discovered massive amounts of burnt and semi-burnt cash hidden in a store room. ଟଙ୍କା କାରବାର ମାମଲାରେ ଫସିଲେ ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଯଶବନ୍ତ ବର୍ମା। ଲୋକସଭା ଦ୍ୱାରା ଗଠିତ ସଂସଦୀୟ ତଦନ୍ତ କମିଟି ତାଙ୍କୁ ସମସ୍ତ ତିନୋଟି ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛି। ୨୦୨୫ ମାର୍ଚ୍ଚରେ ତାଙ୍କ ବାସଭବନରେ ନିଆଁ ଲାଗିବା ପରେ ଷ୍ଟୋର ରୁମ୍ରୁ ବିପୁଳ ପରିମାଣର ପୋଡ଼ା ଏବଂ ଅଧାପୋଡ଼ା ନଗଦ ଟଙ୍କା ଠାବ ହୋଇଥିଲା। ଏହି ଟଙ୍କାର କୌଣସି ସନ୍ତୋଷଜନକ ହିସାବ ଦେଇପାରିନଥିଲେ ପୂର୍ବତନ ବିଚାରପତି। #YashwantVarma #ParliamentaryCommittee #JudicialAccountability #BreakingNews #DelhiHighCourt #CorruptionCase #UnaccountedCash #LokSabhaInquiry #JudiciaryNews #MoneyLaundering #OdishaNews #OdiaNews #ArgusNews #JusticeYashwantVarma #NationalNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

1 hour ago
2


