ARTICLE AD BOX
ରାତିର ଆକାଶରେ ହଠାତ୍ ଦେଖାଦେଲା ରହସ୍ୟମୟ ଝଲସୁଥିବା ଆଲୋକ, ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏହାକୁ ନେଇ କିଏ UFO ତ କିଏ ଡ୍ରୋନ୍ ବୋଲି ଚର୍ଚ୍ଚା କରୁଛନ୍ତି । Latest | ଭିଡ଼ିଓ
ରାତିର ଆକାଶ ଚାରିଆଡ଼େ ଅନ୍ଧାର । ହଠାତ୍ ଆକାଶରେ ଦେଖାଗଲା ଏକ ଝଲସୁଥିବା ଆଲୋକ । କେତେବେଳେ ଧଳା ତ କେତେବେଳେ ବଦଳୁଥିଲା ଆଲୋକର ରଙ୍ଗ । ଦୃଶ୍ୟ ଥିଲା ଏମିତି ଯେ ଯିଏ ଦେଖିଲା ସିଏ ଅଟକିଗଲା । ଏହି ଅଜବ ଜିନିଷକୁ ଦେଖି କିଏ ମୋବାଇଲ୍ ବାହାର କରି ଭିଡିଓ କଲାଣି ତ ଆଉ କିଏ ଆକାଶକୁ ଚାହିଁ ରହିଲା । ଦେଖୁ ଦେଖୁ ସେହି ଦୃଶ୍ୟର ଭିଡିଓ ସୋସିଆଲ୍ ମିଡିଆରେ ଘୁରିବାକୁ ଲାଗିଲା । ଆଉ ତା’ପରେ ଆରମ୍ଭ ହେଲା ଚର୍ଚ୍ଚା । କିଛି ଲୋକ ଏହାକୁ UFO ସହ ତୁଳନା କଲେ ତ ଆଉ କିଏ ଏହାକୁ ଡ୍ରୋନ୍ କିମ୍ବା ଅନ୍ୟ କୌଣସି ଉଡ଼ନ୍ତା ବସ୍ତୁ ବୋଲି କହିଲେ । ତେବେ ପ୍ରକୃତରେ ଏହି ରହସ୍ୟମୟ ଆଲୋକ କଣ ? ଆସନ୍ତୁ ଜାଣିବା
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 day ago
2

