ARTICLE AD BOX
ଯାଜପୁରରେ ବନ୍ୟା ବିଭୀଷିକା। ଚାରିଆଡ଼େ ପାଣି ଆଉ ପାଣି। ଘରଦ୍ୱାର ଛାଡ଼ି ଦୁର୍ଦ୍ଦଶାରେ ଜୀବନ କାଟୁଛନ୍ତି ଶହ ଶହ ଗ୍ରାମବାସୀ। କ୍ଷୟକ୍ଷତିର ଆକଳନ ଚାଲିଥିବା ବେଳେ ବନ୍ୟା ଅଞ୍ଚଳକୁ ନେତା, ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ସୁଅ ଛୁଟୁଛି।
ଯାଜପୁରରେ ବନ୍ୟା ବିଭୀଷିକା। ଚାରିଆଡ଼େ ପାଣି ଆଉ ପାଣି। ଘରଦ୍ୱାର ଛାଡ଼ି ଦୁର୍ଦ୍ଦଶାରେ ଜୀବନ କାଟୁଛନ୍ତି ଶହ ଶହ ଗ୍ରାମବାସୀ। କ୍ଷୟକ୍ଷତିର ଆକଳନ ଚାଲିଥିବା ବେଳେ ବନ୍ୟା ଅଞ୍ଚଳକୁ ନେତା, ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ସୁଅ ଛୁଟୁଛି। ଏହି ସମୟରେ ବିଂଝାରପୁର ବିଧାୟିକା ତଥା ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ ମଧ୍ୟ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଥିଲେ। ହେଲେ ସମୀକ୍ଷା ବେଳେ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଲା ଯାହା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


