ARTICLE AD BOX
ସାଲନ୍ଦୀ ବନ୍ୟା ଧୋଇ ନେଇଛି ଚାଷୀଙ୍କ ପନି ପରିବା। ଭଦ୍ରକ ବ୍ଲକ ନିକଟ ଅର୍ଣ୍ଣପାଳ ପଂଚାୟତ ରାଜୁଆଳିବିନ୍ଧାରେ ଚାଷୀମାନେ ପନି ପରିବା ଚାଷ କରି ପରିବାର ପୋଷଣ କରିଥାନ୍ତି। ହେଲେ ସାଲନ୍ଦୀ ଓ ନାଲିଆ ନଦୀରେ ଆସିଥିବା ବନ୍ୟା ପାଣି ଭସାଇ ନେଇଛି ପରିବା।
Report and Photos by Harihara Nayak. Sambad, Bhadrak/sambad/media/media_files/2026/08/02/1001052484-2026-08-02-18-05-13.jpg)
1/3
ଏହି ଗାଁର ରବୀନ୍ଦ୍ର ମହାଳିକ ଓ ନରେନ୍ଦ୍ର ମହାଳିକ ବାଡ଼ିରେ ଜହ୍ନି, ଭେଣ୍ଡି, ବାଇଗଣ ଓ ଲଙ୍କା ଚାଷ କରି ପରିବାର ପୋଷଣ କରୁଥିଲେ। ହେଲେ ଗାଁରେ ବନ୍ୟା ପାଣି ଚାରି ଫୁଟ ଉଚ୍ଚରେ ଚାଲିଥିବା ବେଳେ ଏମାନଙ୍କ ପରିବା ଚାଷକୁ ସମ୍ପୂର୍ଣ ନଷ୍ଟ କରି ଦେଇଛି। ଫଳରେ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି।
/sambad/media/media_files/2026/08/02/1001052485-2026-08-02-18-05-23.jpg)
2/3
/sambad/media/media_files/2026/08/02/1001052486-2026-08-02-18-05-33.jpg)
3/3
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


