ARTICLE AD BOX
Fake Fertilizer Scam Exposed in Nilgiri: Farmers Protest with Sacks at Public Hearing | Argus News ନୀଳଗିରି ଅଞ୍ଚଳରେ ନକଲି ସାରକୁ ନେଇ ଚାଞ୍ଚଲ୍ୟ। ବଜାର ଦରଠାରୁ କମ୍ ଦରରେ ସାର ପାଇବା ଆଶାରେ ଏବେ ମୁଣ୍ଡରେ ହାତ ଦେଇଛନ୍ତି ସ୍ଥାନୀୟ ଚାଷୀ। ପ୍ରତିବାଦରେ ଗାଁର ୧୫ ରୁ ଅଧି ଚାଷୀ ସାର ବସ୍ତା ଲୋଡ୍ କରି ସିଧାସଳଖ ନୀଳଗିରି ବ୍ଲକରେ ଚାଲୁଥିବା ଜନ ଶୁଣାଣିରେ ପହଞ୍ଚିଛନ୍ତି। କୃଷି ବିଭାଗ ପକ୍ଷରୁ ଏକ ସଂସ୍ଥା ମାଧ୍ୟମରେ ନବରତ୍ନା ଡିଏପି ଏବଂ ପଟାସ ସାର ଯୋଗାଇ ଦେଇଥିଲେ। କିନ୍ତୁ ଏହି ସାର ସମ୍ପୂର୍ଣ୍ଣ ନକଲି ବୋଲି ଜଣାପଡ଼ିଛି। ଡିଏପି ସାରର ରଙ୍ଗ ଧଳା ପରିବର୍ତ୍ତେ କଳା ରହିଥିବା ବେଳେ, ପଟାସ ସାରରେ କେବଳ ଲୁଣ ଏବଂ ରଙ୍ଗ ମିଶାଯାଇଥିବା ଚାଷୀମାନେ ଦାବୀ କରିଛନ୍ତି। ଖବର ପ୍ରସାରିତ ହେବା ପରେ ଗାଁରେ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ସଭାପତି ତାପସ ମହାନ୍ତି ଓ ଅନ୍ୟ ଅଧିକାରୀମାନେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି। ଏହି ନକଲି ସାର କାରବାରର ତୁରନ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୋଇଛି। A major fake fertilizer scam has come to light in the Nilgiri area, leaving local farmers in deep distress. Farmers who bought DAP and Potash at lower prices were shocked to find that the fertilizers were counterfeit. While the DAP appeared black instead of its usual color, the Potash was allegedly a mixture of common salt and red dye. In a unique protest, more than 15 farmers loaded these fake fertilizer sacks and reached the Nilgiri Block office during a public hearing (Jana Sunani) to demand justice. District BJP Krushak Morcha President Tapas Mohanty and other officials visited the village to investigate the matter. The farmers and local leaders are now demanding a high-level probe and strict action against those involved in this racket #NilgiriNews #FakeFertilizer #OdishaFarmers #FertilizerScam #BalasoreNews #FarmerProtest #AgricultureOdisha #JusticeForFarmers #BreakingNewsOdisha #OdishaNews #OdiaNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

1 hour ago
1


