Embankment Breached Again In Jajpur Dasharathapur As Baitarani River Floods | Argus News

1 hour ago 2
ARTICLE AD BOX


Embankment Breached Again In Jajpur Dasharathapur As Baitarani River Floods | Argus News Heavy upstream rainfall triggered the third flood wave of the season in the Baitarani and Kani rivers, worsening the flood situation in Jajpur district. Floodwaters gushed nearly five feet high through an under-repair embankment breach at Dhababil-Patana under Tarapada Panchayat in Dasharathapur block, submerging homes and vast stretches of farmland. Residents are facing severe distress due to lack of drinking water and daily transport. Meanwhile, a search operation is underway for a local resident named Maheswar Sutar, who was swept away by the floodwaters after a riverbank cave-in. Watch Argus News for live ground updates from the flood-affected areas of Odisha. ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀର ଶାଖା କାଣୀ ନଦୀରେ ଚଳିତ ବର୍ଷର ତୃତୀୟ ବନ୍ୟା ଆସି ଦଶରଥପୁର ବ୍ଲକ ତରପଦା ପଞ୍ଚାୟତର ଡୋଭାବିଲ-ପାଟଣା ଗ୍ରାମରେ ବ୍ୟାପକ କ୍ଷତି ଘଟାଇଛି। ଘାଇ ମରାମତି କାମ ଚାଲିଥିବା ବେଳେ ପ୍ରାୟ ୫ ଫୁଟ ଉଚ୍ଚର ବନ୍ୟାଜଳ ଗାଁ ଭିତରକୁ ପଶିଯିବା ଫଳରେ ଚାଷଜମି ଓ ଘରଦ୍ୱାର ଆଣ୍ଠୁଏ ପାଣିରେ ବୁଡ଼ି ରହିବା ସହ ଲୋକଙ୍କ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅନ୍ୟପଟେ ଶୌଚ ହେବାକୁ ଯାଇ ବନ୍ୟା ପାଣିରେ ଖସି ନିଖୋଜ ହୋଇଯାଇଥିବା ଡୋଭାବିଲ-ପାଟଣା ଗ୍ରାମର ମହେଶ୍ୱର ସୂତାରଙ୍କୁ ଉଦ୍ଧାର କରିବା ପାଇଁ ଖୋଜାଖୋଜି ଜାରି ରହିଛି। #JajpurFlood #BaitaraniRiver #KaniRiver #Dasharathapur #OdishaFlood #FlashFlood #MissingPerson #RescueOperation #OdishaDisaster #TarapadaPanchayat #FloodAlert #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate
Read Entire Article
LEFT SIDEBAR AD

Hidden in mobile, Best for skyscrapers.