ARTICLE AD BOX
Elephant Herd From Andhra Enters Rayagada: Panic Grips Gunupur Locals | Argus News Panic gripped the border region of Rayagada district as a herd of four wild elephants crossed over from Andhra Pradesh into Odisha. Believed to have strayed in search of food from the Manyam-Parvathipuram district via Palwalasa, the elephants were spotted roaming around Baridi in the Jagannathpur panchayat under Gunupur block for the past three days. Local forest officials have been dispatched to monitor the herd's movements and alert nearby residents. Fearing elephant attacks, local farmers are terrified to visit their agricultural fields in the early morning hours. Watch the ground coverage on Argus News. ରାୟଗଡ଼ା ଜିଲ୍ଲା ସୀମାନ୍ତ ଗୁଣପୁର ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ବାରିଡ଼ି ଅଞ୍ଚଳରେ ଆନ୍ଧ୍ରପ୍ରଦେଶରୁ ପ୍ରବେଶ କରିଥିବା ଏକ ୪ଟିକିଆ ହାତୀପଲ ବୁଲୁଥିବାର ଦେଖିବାକୁ ମିଳିଛି। ଖାଦ୍ୟ ଅନ୍ୱେଷଣରେ ଆନ୍ଧ୍ରର ମନ୍ୟମ-ପାର୍ବତୀପୁରମ ଜିଲ୍ଲାରୁ ପାଲୱାଲସା ଦେଇ ଗତ ୩ ଦିନ ହେବ ଏହି ହାତୀପଲ ଓଡ଼ିଶାକୁ ଚାଲିଆସିଥିବା ଅନୁମାନ କରାଯାଉଛି। ଖବର ପାଇ ଗୁଣପୁର ବନ ବିଭାଗ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିବା ସହ ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। #Rayagada #ElephantHerd #Gunupur #AndhraToOdisha #WildElephant #RayagadaNews #ElephantTerror #ForestDepartment #HumanElephantConflict #GunupurNews #OdishaWildlife #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

1 hour ago
3


