ARTICLE AD BOX
ସୋମବାର ରାତି ପ୍ରାୟ ୧୦ଟା ୪୮ ମିନିଟ୍ ସମୟରେ ଏହି ଭୂକମ୍ପ ହୋଇଥିବା ବେଳେ ଏହା ତୀବ୍ରତା ରିକ୍ଟର ସ୍କେଲରେ ୩.୯ ରହିଥିବା ନେଇ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମୁକେଶ ଭୋଇ ସୂଚନା ଦେଇଛନ୍ତି।
A magnitude 3.9 earthquake struck the Chadeimara area of Riamal block Photograph: (sambad.in)ଦେବଗଡ଼: ଦେବଗଡ଼ ଜିଲାରେ ଭୂମିକମ୍ପ। ରିଆମାଳ ବ୍ଳକ ଚଡେଇମରା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ସୋମବାର ରାତି ପ୍ରାୟ ୧୦ଟା ୪୮ ମିନିଟ୍ ସମୟରେ ଏହି ଭୂକମ୍ପ ହୋଇଥିବା ବେଳେ ଏହା ତୀବ୍ରତା ରିକ୍ଟର ସ୍କେଲରେ ୩.୯ ରହିଥିବା ନେଇ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମୁକେଶ ଭୋଇ ସୂଚନା ଦେଇଛନ୍ତି। ଏହାସହିତ ଉକ୍ତ ଅଞ୍ଚଳର କିଛି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି।
Oil Tanker: ଅଳ୍ପକେ ବର୍ତ୍ତିଲା ତେଲ ଜାହଜ, ମଝି ସମୁଦ୍ରରେ ଖରାପ ହୋଇଗଲା ଇଞ୍ଜିନ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

50 minutes ago
1


