Drowned: ବ୍ରାହ୍ମଣୀରେ ଗାଧୋଇବା ବେଳେ ୧୨ ବର୍ଷୀୟ ନାବାଳକ ନିଖୋଜ, ଖୋଜାଖୋଜି ଜାରି

1 hour ago 1
ARTICLE AD BOX

ବ୍ରାହ୍ମଣୀରେ ଗାଧୋଇବା ବେଳେ ନାବାଳକ ନିଖୋଜ। ନିଖୋଜ ନାବାଳକ ହେଲେ ଜେନାପୁର ଥାନା ବାରକଣା ଗ୍ରାମର ଅରୁଣ ସାହୁଙ୍କ ପୁଅ ଅନିଲ। ତାଙ୍କର ବୟସ ୧୨ ବର୍ଷ। ବାରକଣା ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି।

 (sambad.in) 12-Year-Old Boy Goes Missing While Bathing in Brahmani River Photograph: (sambad.in)

ଯାଜପୁର: ବ୍ରାହ୍ମଣୀରେ ଗାଧୋଇବା ବେଳେ ନାବାଳକ ନିଖୋଜ। ନିଖୋଜ ନାବାଳକ ହେଲେ ଜେନାପୁର ଥାନା ବାରକଣା ଗ୍ରାମର ଅରୁଣ ସାହୁଙ୍କ ପୁଅ ଅନିଲ। ତାଙ୍କର ବୟସ ୧୨ ବର୍ଷ। ବାରକଣା ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ଗ୍ରାମବାସୀ ଓ ଅଗ୍ନିଶମ ବାହିନୀ ଖୋଜାଖୋଜି କରୁଛନ୍ତି।

Minor Dies: ବୌଦ୍ଧରେ ଟ୍ରେନ୍ ଧକ୍କାରେ ନାବାଳକଙ୍କ ମୃତ୍ୟୁ, ପୂର୍ବରୁ ରେଳ ଧାରଣାରେ ଷ୍ଟଣ୍ଟ କରିଥିବା ସୂଚନା

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.