Doctor Death: ଜିମ୍‌ରେ ବ୍ୟାୟାମ ବେଳେ ଡାକ୍ତରଙ୍କ ମୃତ୍ୟୁ

1 hour ago 2
ARTICLE AD BOX

ଆସାମର ନାଗାଓଁରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜିମ୍‌ରେ ବ୍ୟାୟାମ କରୁଥିବା ବେଳେ ଜଣେ ଡାକ୍ତରଙ୍କ ଅଚାନକ ମୃତ୍ୟୁ ଘଟିଛି। ମୃତ ଡାକ୍ତରଙ୍କ ନାମ ଶାହିନ ରହମାନ। ଗୁରୁବାର ସନ୍ଧ୍ୟାରେ ଡାକ୍ତର ରହମାନ ପ୍ରତିଦିନ ଭଳି ଜିମ୍‌କୁ ଯାଇଥିଲେ।

 ଜିମ୍‌ରେ ବ୍ୟାୟାମ ବେଳେ ଡାକ୍ତରଙ୍କ ମୃତ୍ୟୁ

ନାଗାଓଁ:ଆସାମର ନାଗାଓଁରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜିମ୍‌ରେ ବ୍ୟାୟାମ କରୁଥିବା ବେଳେ ଜଣେ ଡାକ୍ତରଙ୍କ ଅଚାନକ ମୃତ୍ୟୁ ଘଟିଛି। ମୃତ ଡାକ୍ତରଙ୍କ ନାମ ଶାହିନ ରହମାନ। ଗୁରୁବାର ସନ୍ଧ୍ୟାରେ ଡାକ୍ତର ରହମାନ ପ୍ରତିଦିନ ଭଳି ଜିମ୍‌କୁ ଯାଇଥିଲେ। ସେଠାରେ ସେ ବ୍ୟାୟାମ କରୁଥିବା ସମୟରେ ହଠାତ୍‌  ତଳେ ପଡ଼ିଯାଇଥିଲେ। ଜିମ ପରିଚାଳକ ଓ ତାଙ୍କ ଜିମ ସାଥୀମାନେ ଡାକ୍ତରଙ୍କୁ ସଙ୍ଗେସ‌ଙ୍ଗେ ଡାକ୍ତରଖାନା ନେଇ ଯାଇଥିଲେ ହେଁ ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରାଯାଇଥିଲା। ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ଜିମ୍‌ର ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି।

ହୃଦଘାତ ଯୋଗୁଁ ଡାକ୍ତରଙ୍କ ମୃତ୍ୟୁ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.