ARTICLE AD BOX
ମହାରାଷ୍ଟ୍ରରେ ପୁଲିସ ସାମ୍ନାରେ ମହିଳା ଡାକ୍ତରଙ୍କୁ ଚାପୁଡ଼ା ମାରିଲେ ରୋଗୀ। ଘଟଣାକୁ ନେଇ ପ୍ରତିବାଦ ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲେ ସରକାରୀ ଡାକ୍ତର। ଏହି ଘଟଣାର ଭିଡ଼ିଓ ବେଶ୍ ଭାଇରାଲ ହେବାରେ ଲାଗିଛି ।
ରୋଗୀଙ୍କ ଅଭଦ୍ରାମୀ। ଚିକିତ୍ସା ପାଇଁ ଆସିଥିବା ବେଳେ ମହିଳା ଡାକ୍ତରଙ୍କୁ ମାରିଲେ ଚାପୁଡ଼ା। ମହାରାଷ୍ଟ୍ରର ୱାର୍ଦ୍ଧା ଜିଲ୍ଲାରେ ଜଣେ ମହିଳା ଡାକ୍ତରଙ୍କ ଉପରେ ଆକ୍ରମଣ କରିବା ଘଟଣା ବଡ଼ ବିବାଦ ସୃଷ୍ଟି କରିଛି। ଡାକ୍ତରୀ ପରୀକ୍ଷା ପାଇଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିବା ଜଣେ ବ୍ୟକ୍ତି ପୁଲିସ ଅଧିକାରୀଙ୍କ ସାମ୍ନାରେ ଡ଼ାକ୍ତରଙ୍କୁ ଚାପୁଡ଼ା ମାରିଥିଲେ। ଏହି ଘଟଣା ପରେ ସରକାରୀ ଡାକ୍ତରମାନେ ପ୍ରତିବାଦ କରି ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇଥିଲେ। କିନ୍ତୁ କାହିଁକି ସେହି ବ୍ୟକ୍ତି ଡାକ୍ତରଙ୍କୁ ମାରିଥିଲେ ଚାପୁଡ଼ା? ଡ଼ାକ୍ତର ଚିକିତ୍ସାରେ କୌଣସି ଭୁଲ କରିଥିଲେ ନା ଅନ୍ୟ କୌଣସି ସମସ୍ୟା ରହିଥିଲା। ଆସନ୍ତୁ ଜାଣିବା
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
3


