ARTICLE AD BOX
Diarrhea Outbreak In Banki After Floods; More Than 30 Admitted To Hospital | Argus News ବନ୍ୟା ଛାଡ଼ିବା ପରେ ଝାଡ଼ାବାନ୍ତି ଆତଙ୍କ। ବାଙ୍କୀରେ ବ୍ୟାପିଲା ଡ଼ାଇରିଆ। ଝାଡାଵାନ୍ତିରେ ୩୦ରୁ ଉର୍ଦ୍ଧ ଆକ୍ରାନ୍ତ। ଗତ ୨ଦିନ ଭିତରେ ୩୦ରୁ ଉର୍ଦ୍ଧ ଝାଡାଵାନ୍ତିରେ ଆକ୍ରାନ୍ତ ହୋଇ ବାଙ୍କୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ବାଙ୍କୀ ମହାନଦୀ ଅବବାହିକାର ଅନେକ ଗାଁ ମାନଙ୍କରେ ବନ୍ୟାପାଣି ପ୍ରବେଶ କରିଥିଲା। କିନ୍ତୁ ବନ୍ୟା ଛାଡ଼ିଯିବା ପରେ ଗାଁର ଲୋକମାନେ କୂଅ ଓ ନଳକୂପ ମାନଙ୍କରୁ ପିଇବା ପାଣି ବ୍ୟବହାର କରିଥିଲେ। ଏହି ପାଣି ବ୍ୟବହାର କରିବା ଦ୍ୱାରା ଡ଼ାଇରିଆ ବ୍ୟାପିଥିବା ଆଶଙ୍କା କରାଯାଉଛି। After the flood receded, diarrhea spread in Banki. Diarrhea spread in Banki. More than 30 people have been affected by diarrhea. In the last 2 days, more than 30 people have been affected by diarrhea and are being treated at Banki Medical Center. Floodwaters entered many villages in the Banki Mahanadi basin. But after the flood receded, the people of the village used drinking water from wells and tube wells. It is suspected that diarrhea spread due to the use of this water. #BankiNews #DiarrheaOutbreak #PostFloodHealth #OdishaHealth #HealthAlert #BankiHospital #ContaminatedWater #PublicHealth #OdishaUpdates #MedicalEmergency #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

1 hour ago
2


