Dharmendra Pradhan's Vision for Rairakhol: 12-Month Deadline for Roads & Power | Admin Warned

3 days ago 3
ARTICLE AD BOX


Dharmendra Pradhan's Vision for Rairakhol: 12-Month Deadline for Roads & Power | Admin Warned | Argus News ରେଢ଼ାଖୋଲର ବିକାଶ ପାଇଁ ଧର୍ମେନ୍ଦ୍ରଙ୍କ ଭିଜନ । ବିଭିନ୍ନ ସ୍ଥାନରେ ଟାୱାର ନାହିଁ, ବିଜୁଳି ନାହିଁ I ତୁରନ୍ତ ତାଲିକା ପ୍ରସ୍ତୁତ କରିବାକୁ କହିଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ରେଢାଖୋଲରେ କେନ୍ଦ୍ରୀୟ ବିଦ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ ସହ କ୍ୟାମ୍ପସ୍‌ର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନ ସମ୍ବୋଧନରେ ଏହା କହିଛନ୍ତି । ୧୨ ମାସ ଭିତରେ ସବୁ ଗାଁରେ ରାସ୍ତା ଓ ବିଜୁଳି ପହଞ୍ଚାଇବା ନେଇ ସଂକଳ୍ପ ନେବା । ୧୫ ଦିନ ଭିତରେ ପ୍ରଶାସନ ତାଲିକା ଦେଉ, କେଉଁ କେଉଁ ସ୍ଥାନରେ ମୋବାଇଲ୍ ଟାୱାର ନାହିଁ, ବିଦ୍ୟୁତ ନାହିଁ ତାର ତାଲିକା ବି ପ୍ରସ୍ତୁତ କରନ୍ତୁ ବୋଲି ମନ୍ତ୍ରୀ ଓ ପ୍ରଶାସନକୁ କହିଛନ୍ତି ସାଂସଦ । ଲୋକେ ଦରଖାସ୍ତ କରିବା ପୂର୍ବରୁ ପ୍ରଶାସନ ସମ୍ବେଦନ ପୂର୍ବକ ଲୋକଙ୍କ କାମ କରିବା ଉଚିତ୍ । ରେଢ଼ାଖୋଲ ଅଞ୍ଚଳରେ ଚାଷର ବିକାଶ ପାଇଁ ବି କାମ କରିବାକୁ ପଡ଼ିବ । ଧାନ ଚାଷ ସହିତ ଅନ୍ୟ ଚାଷକୁ ଗୁରୁତ୍ୱ ଦେବା ଭିଜନ ନେଇ ଗୋଟେ ବର୍ଷେ ଭିତରେ କାମ କରିବାକୁ ପଡ଼ିବ । ମହାପ୍ରଭୁଙ୍କ ଆଶୀର୍ବାଦ ରହିଛି, ସାଢ଼େ ୪ କୋଟି ଓଡ଼ିଆଙ୍କ ମୁଣ୍ଡ ତଳେ କରିନି । ୧୨ବର୍ଷ କେନ୍ଦ୍ରରେ ମନ୍ତ୍ରୀ ରହିଲି, କେବେ କାହାର ମୁଣ୍ଡ ତଳକୁ କରିନି । ଓଡ଼ିଶାର ସମ୍ମାନହାନୀ ଭଳି କୌଣସି କାର୍ଯ୍ୟ ଧର୍ମେନ୍ଦ୍ର ପ୍ରଧାନ କରିବନି ବୋଲି ସେ ସମ୍ବୋଧନରେ କହିଛନ୍ତି । Union Minister and MP Dharmendra Pradhan has laid out a comprehensive development roadmap for Rairakhol. During the foundation stone laying ceremony of Kendriya Vidyalaya, he issued a stern 15-day ultimatum to the administration to list areas lacking mobile towers and electricity. He pledged that within the next 12 months, every village in the region will have access to all-weather roads and power supply. Emphasizing agricultural growth beyond paddy, he urged officials to be proactive rather than waiting for public complaints. Dharmendra Pradhan also stated emotionally that in his 12 years as a Union Minister, he has never let the pride of 4.5 crore Odias down and will continue to work for the state's honor. Watch the full address on Argus News. #DharmendraPradhan #RairakholDevelopment #OdishaPride #KendriyaVidyalaya #RuralDevelopment #OdishaNews #Sambalpur #VisionForOdisha #InfrastructureUpdate #MobileConnectivity #FarmersGrowth #OdishaPolitics #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate
Read Entire Article
LEFT SIDEBAR AD

Hidden in mobile, Best for skyscrapers.