Dhanteras Offers at Madhukunja: ମଧୁକୁଞ୍ଜ ଗୋଲ୍‌ଡ୍‌ ଆଣ୍ଡ ଡାଇମଣ୍ଡସ୍‌ରେ ଧନତେରସ ଅଫର୍

1 hour ago 1
ARTICLE AD BOX

ଧନତେରସ ଓ ଦୀପାବଳି ଉତ୍ସବକୁ ଅଧିକ ଆନନ୍ଦମୟ ଓ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଏମଣ୍ଡସ୍ ପକ୍ଷରୁ ଗ୍ରାହକଙ୍କ ପାଇଁ ଆରମ୍ଭ ହୋଇଛି ଆକର୍ଷଣୀୟ ଉତ୍ସବକାଳୀନ ଅଫର୍ I

 ମଧୁକୁଞ୍ଜ ଗୋଲ୍‌ଡ୍‌ ଆଣ୍ଡ ଡାଇମଣ୍ଡସ୍‌ରେ ଧନତେରସ ଅଫର୍

ଭୁବନେଶ୍ବର: ଧନତେରସ ଓ ଦୀପାବଳି ଉତ୍ସବକୁ ଅଧିକ ଆନନ୍ଦମୟ ଓ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଏମଣ୍ଡସ୍ ପକ୍ଷରୁ ଗ୍ରାହକଙ୍କ ପାଇଁ ଆରମ୍ଭ ହୋଇଛି ଆକର୍ଷଣୀୟ ଉତ୍ସବକାଳୀନ ଅଫର୍ I ଏହି ଅଫର୍‌ରେ ଗ୍ରାହକମାନେ ସୁନା ଗହଣାର ଗଢ଼ା ମଜୁରି ଫ୍ଲାଟ ୭.୯୯ ପ୍ରତିଶତରେ କିଣିପାରିବେ ଏବଂ ହୀରା ଗହଣାର ଗଢ଼ା ମଜୁରି ଉପରେ ଫ୍ଲାଟ୍ ୫୦ ପ୍ରତିଶତ ରିହାତି ପାଇପାରିବେ I ଶୁଭ ଧନତେରସ, ଶୁଭ କ୍ରୟ ଓ ସୁଖ-ସମୃଦ୍ଧିର ବାର୍ତ୍ତା ନେଇ ଏହି ଅଫର୍ ଗ୍ରାହକଙ୍କ ମଧ୍ୟରେ ଗହଣା କିଣାକିଣିକୁ ନେଇ ଉତ୍ସାହ ବୃଦ୍ଧି କରିବ ବୋଲି ସୋରୁମ୍‌ ପକ୍ଷରୁ ଆଶା କରାଯାଉଛି I ମଧୁକୁଞ୍ଜ ଗୋଲ୍ଡ ଆଣ୍ଡ ଡାଏମଣ୍ଡସ୍‌ର ଭୁବନେଶ୍ୱରର ଆଇଡିବିଆଇ ଛକ, ଜଟଣୀର ସୀତାରାମ ଛକ ଓ କଟକର କ୍ୟାଣ୍ଟନମେଣ୍ଟ ରୋଡ୍‌ସ୍ଥିତ ସୋରୁମ୍‌ରେ ଏହି ଅଫର୍ ଅକ୍ଟୋବର ୨୫ରୁ ନଭେମ୍ବର ୧୧ ପର୍ଯ୍ୟନ୍ତ ଉପଲବ୍ଧ ହେବ। ଏହIବ୍ୟତୀତ ଗ୍ରାହକମାନେ ପୁରୁଣା ସୁନା ବଦଳ ସମୟରେ ମଧୁକୁଞ୍ଜ ତରଫରୁ ସ୍ବଚ୍ଛତାର ସହ ବାଏବ୍ୟାକ୍‌ ଗ୍ୟାରେଣ୍ଟି ଓ ଜୀବନବ୍ୟାପୀ ମରାମତି ସୁବିଧା ପାଇପାରିବେ I

କୃଷକଙ୍କ ଉନ୍ନତି ହିଁ ଓଡ଼ିଶାର ସାମଗ୍ରୀକ ବିକାଶକୁ ଆଗକୁ ନେବ: ମୁଖ୍ୟମନ୍ତ୍ରୀ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.