ARTICLE AD BOX
ଧର୍ମେନ୍ଦ୍ର ପ୍ରଧାନ ଶନିବାର ତାଙ୍କ ଇସ୍ତଫା ଘୋଷଣା କରିବା ପରେ ମଧ୍ୟ ଦିଲ୍ଲୀର ଜନ୍ତରମନ୍ତରଠାରେ ଶନିବାର କିଛି ସମୟ ପାଇଁ ପଥରମାଡ଼ ଦେଖିବାକୁ ମିଳିଥିଲା। ଫଳରେ ଆନ୍ଦୋଳନକାରୀ ଛାତ୍ରମାନଙ୍କୁ ଘଉଡ଼େବାକୁ ପୁଲିସକୁ ହାଲୁକା ଲାଠିଚାର୍ଜ...
/sambad/media/media_files/2026/07/25/25bbs_116_25072026_112-2026-07-25-22-19-50.jpg)
ନୂଆଦିଲ୍ଲୀ: ଧର୍ମେନ୍ଦ୍ର ପ୍ରଧାନ ଶନିବାର ତାଙ୍କ ଇସ୍ତଫା ଘୋଷଣା କରିବା ପରେ ମଧ୍ୟ ଦିଲ୍ଲୀର ଜନ୍ତରମନ୍ତରଠାରେ ଶନିବାର କିଛି ସମୟ ପାଇଁ ପଥରମାଡ଼ ଦେଖିବାକୁ ମିଳିଥିଲା। ଫଳରେ ଆନ୍ଦୋଳନକାରୀ ଛାତ୍ରମାନଙ୍କୁ ଘଉଡ଼େବାକୁ ପୁଲିସକୁ ହାଲୁକା ଲାଠିଚାର୍ଜ ଓ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡ଼ିଥିଲା।
ପ୍ରତିବାଦକାରୀଙ୍କ ଗୋଟିଏ ଗୋଷ୍ଠୀ ହିଂସାତ୍ମକ ହୋଇ ସୁରକ୍ଷା କର୍ମୀଙ୍କ ଉପରେ ପଥର ଫିଙ୍ଗିବା ପରେ ସଂଘର୍ଷ ଆରମ୍ଭ ହୋଇଥିଲା। ସ୍ଥିତି ଏବେ ନିୟନ୍ତ୍ରଣରେ ଅଛି ଏବଂ ଅଞ୍ଚଳରେ ପର୍ଯ୍ୟାପ୍ତ ଫୋର୍ସ ମୁତୟନ କରାଯାଇଛି। ଏହି ଘଟଣାରେ ଜଣେ ସ୍ୱତନ୍ତ୍ର ପୁଲିସ କମିସନର ସମେତ ତିନି ଜଣ ପୁଲିସ ଆହତ ହୋଇଛନ୍ତି।
Dharmendra Pradhan: ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜନୈତିକ କ୍ୟାରିୟର: ଏବିଭିପି କର୍ମୀରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


