Death: ସାପକାମୁଡ଼ାରେ ଚାଲିଗଲା ପ୍ରେମିକର ଜୀବନ, ଜୀବନ ହାରିଲେ ପ୍ରେମିକା

1 hour ago 1
ARTICLE AD BOX

ଉଦଳା: ମୟୂରଭଞ୍ଜଜିଲ୍ଲା ଉଦଳା ବ୍ଲକ କୋଚିଳାଡିହl ପଞ୍ଚାୟତ ଡିମଗଡ଼ିଆରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଏଠାରେ ପ୍ରେମିକର ମୃତ୍ୟୁ ଶୁଣି ଜଣେ ଯୁବତୀ ଝୁଲିପଡ଼ିଥିବା ଜଣାଯାଇଛି।

ନାଲକୋରେ କାମ କରୁଥିଲେ ପିଣ୍ଟୁ

ସୂଚନା ଅନୁଯାୟୀ, ଅନୁଗୁଳର ନାଲକୋରେ କାମ କରୁଥିବା ପିଣ୍ଟୁଙ୍କୁ ପ୍ରେମ କରୁଥିଲେ ମହେଶ୍ବର ସିଂଙ୍କ ଝିଅ ଦେବୀ ସିଂl ପିଣ୍ଟୁ ସାପ କାମୁଡ଼ାରେ ମୃତ୍ୟୁବରଣ ଖବର ପାଇବା ପରେ ଦେବୀ ସିଂ ମାନସିକ ଭାରସାମ୍ୟ ହରାଇ ବାଡ଼ି ପଛ ପଟେ ବେକରେ ଦଉଡ଼ି ଦେଇ ଝୁଲିପଡ଼ିଥିଲେ l ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l ତେବେ ପ୍ରେମ ପାଇଁ ଦେବୀ ଏଭଳି ଏକ ନିଷ୍ପତ୍ତି  ନେଇଥିବା ବେଳେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି।

Adani Group: ରାୟଗଡ଼ାରେ ଆଦାନୀ ଗ୍ରୁପ ମୁଖ୍ୟ, ଥେରୁବାଲି ସ୍ଥିତ ଇମ୍ଫା କାରଖାନାରେ ବୈଠକ

Read Entire Article
LEFT SIDEBAR AD

Hidden in mobile, Best for skyscrapers.