ARTICLE AD BOX
ଆଇପିଏଲ୍ ଫ୍ରାଞ୍ଚାଇଜିଗୁଡ଼ିକ ପାଇଁ ଖେଳାଳି ରିଟେନ୍ସନ୍ ତାଲିକା ଦାଖଲ ସମୟସୀମାକୁ ୨ ଦିନ ବଢ଼ାଇଛି ବିସିସିଆଇ। ଏବେ ଦଳଗୁଡ଼ିକ ନଭେମ୍ବର ୧୭ ସୁଦ୍ଧା ନିଜ ନିକଟରେ ରଖିବା ଓ ଛାଡ଼ିବାକୁ ଥିବା ଖେଳାଳିଙ୍କ ତାଲିକା ଚୂଡ଼ାନ୍ତ କରିପାରିବେ।
/sambad/media/media_files/2026/11/02/the-ipl-auction-for-the-2027-edition-will-be-held-in-goa-in-december-2026-11-02-22-01-48.webp)
ମୁମ୍ବାଇ: ଆଇପିଏଲ୍ ଫ୍ରାଞ୍ଚାଇଜିଗୁଡ଼ିକ ପାଇଁ ଖେଳାଳି ରିଟେନ୍ସନ୍ ତାଲିକା ଦାଖଲ ସମୟସୀମାକୁ ୨ ଦିନ ବଢ଼ାଇଛି ବିସିସିଆଇ। ଏବେ ଦଳଗୁଡ଼ିକ ନଭେମ୍ବର ୧୭ ସୁଦ୍ଧା ନିଜ ନିକଟରେ ରଖିବା ଓ ଛାଡ଼ିବାକୁ ଥିବା ଖେଳାଳିଙ୍କ ତାଲିକା ଚୂଡ଼ାନ୍ତ କରିପାରିବେ।
ଆହୁରି ପଢନ୍ତୁ :Dead: ସମୁଦ୍ରରେ ଭାସିଗଲେ ୩ ବେଙ୍ଗାଲୁରୁ ଇଞ୍ଜିନିୟର୍
ପୂର୍ବରୁ ଏହି ସମୟସୀମା ନଭେମ୍ବର ୧୫ ଥିଲା। ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ଶୃଙ୍ଖଳାର ଶେଷ ମ୍ୟାଚ୍ ନଭେମ୍ବର ୧୫ରେ ଥିବାରୁ ବିସିସିଆଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ତେବେ ଆଇପିଏଲ୍ ମିନି ନିଲାମ ଡିସେମ୍ବର ୧୬ରେ ଗୋଆରେ ହେବା ନିଷ୍ପତ୍ତି ଅପରିବର୍ତ୍ତିତ ରହିଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
2


