Deadbody: ନଦୀବନ୍ଧରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

5 days ago 7
ARTICLE AD BOX

ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅନ୍ତର୍ଗତ କାଳିଆକେରା ନଦୀବନ୍ଧରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି l ମୃତ ଯୁବତୀଙ୍କ ବୟସ ୨୨ରୁ ୨୫ ବର୍ଷ ମଧ୍ୟରେ ଅନୁମାନ କରାଯାଉଛି l

 (sambad.in) Husband Allegedly Kills Wife Photograph: (sambad.in)

ପୁରୀ: ପୁରୀଜିଲ୍ଲା ଚନ୍ଦନପୁର ଥାନା ଅନ୍ତର୍ଗତ କାଳିଆକେରା ନଦୀବନ୍ଧରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି l ମୃତ ଯୁବତୀଙ୍କ ବୟସ ୨୨ରୁ ୨୫ ବର୍ଷ ମଧ୍ୟରେ ଅନୁମାନ କରାଯାଉଛି l ଘଟଣାସ୍ଥଳରୁ ଖାଲି ଟ୍ରଲି ବ୍ୟାଗ ଓ ଧଳା ରଙ୍ଗର ଚପଲ ଉଦ୍ଧାର କରାଯାଇଛି l ଟ୍ରଲି ବ୍ୟାଗ ନିକଟରେ ଇଲେକ୍ଟ୍ରି ତାର ଓ ଯୁବତୀଙ୍କ ଓଢ଼ଣୀ ମିଳିଥିବା ସୂଚନା ମିଳିଛି l 

ଆହୁରି ପଢନ୍ତୁ: Blood Group: ମଣିଷଙ୍କ ରକ୍ତର ନୂଆ ଗ୍ରୁପ୍ ‘JAMA’ ଚିହ୍ନଟ, ବିଶ୍ୱର ୪୯ତମ ବ୍ଲଡ୍ ଗ୍ରୁପ୍ ସିଷ୍ଟମ

ଯୁବତୀଙ୍କୁ ହତ୍ୟା ପରେ ଏଠାରେ ଫୋପାଡ଼ି ଦିଆଯାଇଥିବା ସନ୍ଦେହ କରାଯାଉଥିବାବେଳେ ଏଯାଏଁ ମୃତ ଯୁବତୀଙ୍କ ପରିଚୟ ମିଳିନାହିଁ l ଘଟଣାସ୍ଥଳରେ ଚନ୍ଦନପୁର ପୁଲିସ ପହଂଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି |

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.