Dead Body: କାଜୁ ତୋଟା ଭିତରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

1 hour ago 1
ARTICLE AD BOX

ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ବୁଗୁଡ଼ା-ମୋଟାବାଡି ରାସ୍ତା କଡ଼ କାଜୁ ତୋଟା ଭିତରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର l ମୃତକଙ୍କ ପରିଚୟ ମିଳିନାହିଁ l ଆକ୍ରମଣକାରୀକୁ ଧରିବା ପାଇଁ ପୁଲିସ୍ ଚେଷ୍ଟା ଚଳାଇଥିବା ଜଣା ପଡିଛି l

 (sambad.in) The body of an unidentified young man has been recovered from a cashew plantation Photograph: (sambad.in)

ବୁଗୁଡ଼ା: ଗଞ୍ଜାମଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ବୁଗୁଡ଼ା-ମୋଟାବାଡି ରାସ୍ତା କଡ଼ କାଜୁ ତୋଟା ଭିତରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର l ମୃତକଙ୍କ ପରିଚୟ ମିଳିନାହିଁ l ମୃତକଙ୍କ ତଣ୍ଟି କଟା ଯାଇଥିବା ବେଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଘଟଣା ସ୍ଥଳରୁ ମୃତଦେହଜବତ କରିବା ସହ ଏକ ଫୋନ ଜବତ କରିଛି ବୁଗୁଡା ପୁଲିସ୍।

ମୃତକଙ୍କ ପରିଚୟ ଖୋଜୁଛି ପୁଲିସ୍

ଘଟଣାର ତଦନ୍ତ କରିବ ସହ ମୃତକଙ୍କ ପରିଚୟ ଖୋଜୁଛି ପୁଲିସ୍। ଅନ୍ୟପଟେ ଆକ୍ରମଣକାରୀକୁ ଧରିବା ପାଇଁ ପୁଲିସ୍ ଚେଷ୍ଟା ଚଳାଇଥିବା ଜଣା ପଡିଛି l

Arrested: ମାଆକୁ ମାରି ପ୍ଲାଷ୍ଟର କରିଦେବା ଘଟଣା: ୫୭ ଦିନ ପରେ ଝାଡ଼ଖଣ୍ଡରୁ ବନ୍ଧା ହେଲା ଅଭିଯୁକ୍ତ ପୁଅ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.