Congress : ଅକ୍ଟୋବର ୫ ଯାଏଁ ନ୍ୟାୟିକ ହାଜତରେ ରହିବେ ନନ୍ଦୀଗ୍ରାମ କଂଗ୍ରେସ ପ୍ରାର୍ଥୀ

1 week ago 6
ARTICLE AD BOX

ନନ୍ଦୀଗ୍ରାମ ଉପନିିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇଥିବା ମିଲନ ପ୍ରଧାନଙ୍କ ପ୍ରଚାର ଆଶା ଧୂଳିସାତ୍ ହୋଇଛି। ୨୦୦୭ ମସିହାର ନନ୍ଦୀଗ୍ରାମ ଜମି ଅଧିଗ୍ରହଣ ଆନ୍ଦୋଳନ ସହ ଜଡ଼ିତ ହତ୍ୟା ଓ ଅନ୍ୟାନ୍ୟ ମାମଲାରେ ତାଙ୍କୁ ଚଳିତମାସ ୧୮ ତାରିଖରେ ଗିରଫ କରାଯାଇଥିଲା।

 ଅକ୍ଟୋବର ୫ ଯାଏଁ ନ୍ୟାୟିକ ହାଜତରେ ରହିବେ ନନ୍ଦୀଗ୍ରାମ କଂଗ୍ରେସ ପ୍ରାର୍ଥୀ

କୋଲକାତା: ନନ୍ଦୀଗ୍ରାମ ଉପନିିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇଥିବା ମିଲନ ପ୍ରଧାନଙ୍କ ପ୍ରଚାର ଆଶା ଧୂଳିସାତ୍ ହୋଇଛି। ୨୦୦୭ ମସିହାର ନନ୍ଦୀଗ୍ରାମ ଜମି ଅଧିଗ୍ରହଣ ଆନ୍ଦୋଳନ ସହ ଜଡ଼ିତ ହତ୍ୟା ଓ ଅନ୍ୟାନ୍ୟ ମାମଲାରେ ତାଙ୍କୁ ଚଳିତମାସ ୧୮ ତାରିଖରେ ଗିରଫ କରାଯାଇଥିଲା। 

ଆହୁରି ପଢନ୍ତୁ :Arrested: ପଞ୍ଜାବୀ ୟୁଟ୍ୟୁବର୍‌ ମନି ସୋକର୍‌ ଗିରଫ, ୫ ବିଦେଶୀ ପିସ୍ତଲ ଜବତ

ହଳଦିଆ କୋର୍ଟ ତାଙ୍କୁ ଏହି ମାମଲାରେ ଦୁଇ ଦିନ ତଳେ ଅକ୍ଟୋବର ୩ ପର୍ଯ୍ୟନ୍ତ ନ୍ୟାୟିକ ହାଜତକୁ ପଠାଇଥିଲା। କିନ୍ତୁ ଖେଜୁରି ଥାନାରେ ୧୯ ବର୍ଷ ତଳେ ରୁଜୁ ହୋଇଥିବା ଏକ ମାମଲାରେ କଣ୍ଟାଇ କୋର୍ଟ ଆଜି ତାଙ୍କୁ ଆସନ୍ତା ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛି। ଉପନିର୍ବାଚନ ଅକ୍ଟୋବର ୬ ତାରିଖରେ ହେବାକୁ ଥିବାବେଳେ ପ୍ରଚାର ୪ ତାରିଖରେ ଶେଷ ହେବ। ତେଣୁ ସେ ନିର୍ବାଚନରେ ପ୍ରଚାର ମଇଦାନକୁ ଓହ୍ଲାଇ ପାରିବେ ନାହିଁ।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.