ARTICLE AD BOX
Coaching Center Employee Accused Of Harassing Minor Girl In Tirtol | POCSO Case Filed | Argus News ଛାତ୍ରୀଙ୍କୁ କୋଚଂ ସେଣ୍ଟର କର୍ମଚାରୀଙ୍କ ଦୁର୍ବ୍ୟବହାର ଅଭିଯୋଗ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ। ଆଦିକବି ସାରଳା ଦାସ ମହାବିଦ୍ୟାଳୟ ର +୨ ବିଜ୍ଞାନ ବିଭାଗର ଦ୍ଵିତୀୟ ବର୍ଷ ର ଜଣେ ନାବାଳିକା ଛାତ୍ରୀଙ୍କୁ କ୍ୟାରିଅର ଫୋକସ କୋଚିଂ ସେଣ୍ଟର ବୁଝାସୁଝା ଓ ମାର୍କେଟିଙ୍ଗ୍ କରୁଥିବା ଚିନ୍ମୟ ସାହୁ ନାମକ ଜଣେ ଯୁବକ ଦୁର୍ବବ୍ୟବହାର କରିଥିବା ନେଇ ତିର୍ତ୍ତୋଲ ଥାନାରେ ଅଭିଯୋଗ ହୋଇଛି। ଛାତ୍ରୀ ଜଣଙ୍କ ଘର ରଘୁନାଥପୁର ଅଞ୍ଚଳର ହୋଇଥିବା ବେଳେ ସେ ଉକ୍ତ କୋଚିଂ ସେଣ୍ଟର ରେ ଦେଢବର୍ଷ ହେବ କୋଚିଂ ନେଉଥିଲେ।କିଛିଦିନ ତଳେ ଅଧିକାଂଶ କ୍ଲାସ ରେ ଅନୁପସ୍ଥିତ ଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଗାଳି କରିଥିବା ସୂଚନା ମିଳିଛି। ଏଥି ସହିତ ଗତକିଛି ଦିନ ତଳେ ସେ ଘରୁ କୋଚିଂ ସେଣ୍ଟରକୁ ଆସୁଥିବା ବେଳେ ଚିନ୍ମୟ ଦୁର୍ବ୍ୟବହାର କରିଥିବା ନେଇ ସେ ଅଭିଯୋଗ କରିଛନ୍ତି। Student accused of misbehaving with coaching center staff. Such a complaint has come from Tirtol area of Jagatsinghpur district. A minor girl student of the second year of +2 Science Department of Adikabi Sarala Das College has been accused at Tirtol police station of being misbehaved with a young man named Chinmay Sahu, who works in the negotiation and marketing of Career Focus Coaching Center. The student's house is in Raghunathpur area and she had been taking coaching at the said coaching center for one and a half years. It is reported that she was scolded by the teachers for being absent from most of the classes a few days ago. Along with this, she has complained that Chinmay abused her while she was coming from home to the coaching center a few days ago. #TirtolNews #Jagatsinghpur #CoachingCenterScandal #POCSOCase #JusticeForMinor #OdishaCrime #StudentSafety #TirtolPolice #OdishaPolice #BreakingNewsOdisha #CrimeUpdate #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

2 hours ago
2


