ARTICLE AD BOX
CM Visits Emirates Global Aluminium In Dubai: Boost For NALCO-EGA Tech Partnership | Argus News ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦୁବାଇ ଗସ୍ତ ଅବସରରେ ଜେବେଲ ଅଲି ସ୍ଥିତ ‘ଏମିରେଟ୍ସ ଗ୍ଲୋବାଲ ଆଲୁମିନିୟମ୍’ (EGA) ପ୍ଲାଣ୍ଟ ପରିଦର୍ଶନ କରି ଅତ୍ୟାଧୁନିକ ଉତ୍ପାଦନ ପ୍ରଯୁକ୍ତିବିଦ୍ୟା ଓ ଶିଳ୍ପ କାର୍ଯ୍ୟପ୍ରଣାଳୀ ବୁଲି ଦେଖିଛନ୍ତି। ଏହି ଗସ୍ତ କାଳରେ ‘ନାଲକୋ-ଇଜିଏ ଟେକ୍ନୋଲୋଜି ଲାଇସେନ୍ସ ପାର୍ଟନରସିପ୍’ ଉପରେ ବିଶେଷ ଆଲୋଚନା ହୋଇଛି, ଯାହା ମାଧ୍ୟମରେ ଓଡ଼ିଶାରେ ନାଲକୋର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ। ଏହି ସହଭାଗିତା ଦ୍ୱାରା ରାଜ୍ୟରେ ଆଲୁମିନିୟମ୍ କ୍ଷେତ୍ରର ଆଧୁନିକୀକରଣ, କମ୍-କାର୍ବନ୍ ଉତ୍ପାଦନ ଏବଂ ଭାଲ୍ୟୁ-ଆଡେଡ୍ ଉତ୍ପାଦନକୁ ପ୍ରୋତ୍ସାହିତ କରାଯିବ। #MohanCharanMajhi #NALCO #EmiratesGlobalAluminium #DubaiVisit #InvestInOdisha #AluminiumIndustry #LowCarbonProduction #GreenTechnology #OdishaIndustrialGrowth #GlobalPartnership #OdishaGovt #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

26 minutes ago
1


