ARTICLE AD BOX
ଉତ୍ତରପ୍ରଦେଶର କାନପୁରରେ ଏକ ରେଳ ଦୁର୍ଘଟଣାକୁ ନେଇ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। କାନପୁର ସେଣ୍ଟ୍ରାଲ ଷ୍ଟେସନରୁ ବାହାରିବା ମାତ୍ରେ ଚୌରୀଚୌରା ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଥିଲା।
/sambad/media/media_files/2026/11/11/5f27f92d-4574-40eb-bea8-c0b58e2cae6d-2026-11-11-18-12-50.jpg)
କାନପୁର: ଉତ୍ତରପ୍ରଦେଶରକାନପୁରରେ ଏକ ରେଳ ଦୁର୍ଘଟଣାକୁ ନେଇ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। କାନପୁର ସେଣ୍ଟ୍ରାଲ ଷ୍ଟେସନରୁ ବାହାରିବା ମାତ୍ରେ ଚୌରୀଚୌରା ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଥିଲା। ଅନୱରଗଞ୍ଜରୁ ଗୋରଖପୁର ଯାଉଥିବା ୧୫୦୦୩ ନମ୍ବର ଟ୍ରେନ୍ଟି ଲାଇନଚ୍ୟୁତ ହେବା ପରେ ଯାତ୍ରୀମାନଙ୍କ ମଧ୍ୟରେ କୋକୁଆଭୟ ଖେଳି ଯାଇଥିଲା। ବର୍ତ୍ତମାନ ରେଳବାଇ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଲାଇନଚ୍ୟୁତ ହୋଇଥିବା ଟ୍ରେନ୍ର ଡବାକୁ ପୁଣି ରେଳଧାରଣା ଉପରକୁ ଉଠାଇବା ପାଇଁ ଉଦ୍ୟମ ଚାଲିଛି। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କୁ ଆଘାତ ଲାଗିନାହିଁ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
2


