CCTV Footage: R*pe Accused Flees from Women Police Station in Bhubaneswar

4 days ago 5
ARTICLE AD BOX


CCTV Footage: R*pe Accused Flees from Women Police Station in Bhubaneswar ମହିଳା ଥାନାରୁ ଦୁଷ୍କର୍ମ ଅଭିଯୁକ୍ତ ଚମ୍ପଟ ଘଟଣା। ଅର୍ଗସ ନିୟୁଜ ହାତରେ ଲାଗିଲା ଫେରାର ବେଳର CCTV ଫୁଟେଜ। ଥାନାରୁ ଦୌଡ଼ି ଦୌଡ଼ି ଅଭିଯୁକ୍ତ ପଳାଇ ଯାଉଥିବାର ଭିଡ଼ିଓ ସାମ୍ନା କୁ ଆସିଛି। ଫେରାର କଏଦୀ ରୁଦ୍ର ପ୍ରସାଦ ସୂତାରକୁ ବେଙ୍ଗାଳୁରୁରୁ ବାନ୍ଧିଲା କମିଶନରେଟ ପୋଲିସ । ଫେରାରର ପରଦିନ କାବୁ କରିଥିଲା ପୋଲିସ, ପରେ କୋର୍ଟରେ ହାଜର କରାଇ ଟ୍ରେନ ଯୋଗେ ଭୁବନେଶ୍ବର ଆଣିଛି । ଆଜି ଅଭିଯୁକ୍ତକୁ କରାଯିବ କୋର୍ଟ ଚାଲାଣ । ଜଳଖିଆ ଖାଇବା ବାହାନାରେ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଥିଲା । ଭଦ୍ରକର ଏହି ଅଭିଯୁକ୍ତ ଜଣକ ମହିଳା ଥାନାରୁ ଖସି ଯାଇଥିବା ନେଇ, କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଥିଲା । ଜଣେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗରେ ରୁଦ୍ର ପ୍ରସାଦ ସୂତାର ନାମକ ଜଣେ ଅଭିଯୁକ୍ତକୁ ଭଦ୍ରକରୁ ଉଠାଇ ଆଣି ଥାନାରେ ରଖିଥିଲା ମହିଳା ଥାନା ପୋଲିସ Exclusive CCTV footage shows the moment a rape accused, Rudra Prasad Sutar, escaped from the Bhubaneswar Women's Police Station. After a swift operation, Commissionerate Police tracked him down in Bengaluru and brought him back to Odisha. The accused, originally from Bhadrak, will be produced in court today following his dramatic escape. #Bhubaneswar #CCTVFootage #PoliceEscape #RudraPrasadSutar #CommissioneratePolice #CrimeNews #Bhadrak #BhubaneswarNews #AccusedArrested #OdishaPolice #OdishaNews #OdiaNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate
Read Entire Article
LEFT SIDEBAR AD

Hidden in mobile, Best for skyscrapers.