ARTICLE AD BOX
ଭାରତୀୟ ଜନତା ପାର୍ଟି ବୁଧବାର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂଆ ପ୍ରଭାରୀ ଏବଂ ସହ-ପ୍ରଭାରୀ ନିଯୁକ୍ତ କରିଛି। ଦଳର ଜାତୀୟ ସଭାପତି ନିତିନ ନବୀନଙ୍କ ଅନୁମୋଦନ ପରେ ଏହି ନିଯୁକ୍ତି ତୁରନ୍ତ ଲାଗୁ ହୋଇଛି।
D Purandeswari Photograph: (sambad.in)ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ବୁଧବାର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂଆ ପ୍ରଭାରୀ ଏବଂ ସହ-ପ୍ରଭାରୀ ନିଯୁକ୍ତ କରିଛି। ଦଳର ଜାତୀୟ ସଭାପତି ନିତିନ ନବୀନଙ୍କ ଅନୁମୋଦନ ପରେ ଏହି ନିଯୁକ୍ତି ତୁରନ୍ତ ଲାଗୁ ହୋଇଛି।
ଓଡ଼ିଶା ବିଜେପିର ପ୍ରଭାରୀ ଭାବେ ଡି. ପୁରନ୍ଦେଶ୍ୱରୀଙ୍କୁ ଦାୟିତ୍ୱ ଦିଆଯାଇଛି। ତାଙ୍କ ସହ-ପ୍ରଭାରୀ ଭାବେ ଡ. ସ୍ୱଦେଶ ସିଂହଙ୍କୁ ନିଯୁକ୍ତ କରାଯାଇଛି।
Satellite Launch: ମହାକାଶରେ ଚୀନ୍ ଉପଗ୍ରହ ‘ଦିତିଙ୍ଗ’: କାନପାତି ପୃଥିବୀରୁ ଶବ୍ଦ ଶୁଣି ଚିହ୍ନଟ କରିବ ବସ୍ତୁ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

5 days ago
6


