ARTICLE AD BOX
Big Victory For Nayagarh! CM Mohan Majhi Announces Reopening Of Nayagarh Sugar Mill | Argus News ଖୁଵ ଶୀଘ୍ର ନୟାଗଡ଼ ଚିନି କଳର ହେବ ପୁନରୁଦ୍ଧାର । ଲାଠିପଡା ସୁଭଦ୍ରା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି, ଇଣ୍ଡିଆନ ପଟାସ ଲିମିଟେଡ୍ ସହଯୋଗରେ ଚିନିକଳର ହେବ ପୁନରୁଦ୍ଧାର । ଏଥିସହ ନୟାଗଡ଼ ମାଟିର ବଡ଼ ସମସ୍ୟା ଦୂର ହେବ। ଚିନି କଳ ହେବ ପୁନଃ ପ୍ରତିଷ୍ଠା । ଏଥିପାଇଁ ଅନେକ ଥର ଦାଵି ହୋଇଛି । ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି. କେନ୍ଦ୍ର ସରକାର ଏବଂ ଇଣ୍ଡିଆନ ପଟସ ଲିମିଟେଡ଼ ସହଯୋଗରେ ନୟାଗଡ଼ ଚିନି କଳକୁ ପୁନଃ କାର୍ଯ୍ୟକ୍ଷମ କରାଯିବ । ଖୁଵ କମ ଦିନରେ ଏହି କାମ ଆରମ୍ଭ ହେବ । In a major development for the people of Nayagarh, Odisha Chief Minister Mohan Charan Majhi has announced the revival of the Nayagarh Sugar Mill. During the Subhadra program at Lathipada, the CM shared that the state government, in collaboration with the Central Government and Indian Potash Limited, will soon make the mill operational again. This decision aims to resolve a long-standing issue for local farmers and boost the district's economy. Watch this report for more details on the timeline and the impact of this historic announcement. Stay tuned to Argus News for more updates. #Nayagarh #SugarMillRevival #MohanCharanMajhi #OdishaAgriculture #NayagarhFarmers #IndianPotashLimited #OdishaGovernment #Lathipada #SugarIndustry #DevelopmentOdisha #SubhadraYojana #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

1 hour ago
1


