Big Cyber Fraud Exposed In Odisha: Massive Crackdown On Illegal Mule Accounts | Argus News

23 minutes ago 1
ARTICLE AD BOX


Big Cyber Fraud Exposed In Odisha: Massive Crackdown On Illegal Mule Accounts | Argus News ଓଡ଼ିଶାରେ ସାଇବର ଅପରାଧୀଙ୍କ 'ମ୍ୟୁଲ୍ ଆକାଉଣ୍ଟ' ବା ବେନାମୀ ବ୍ୟାଙ୍କ ଖାତାର ବଡ଼ ର‍୍ୟାକେଟ୍‌ ଉପରେ ପୋଲିସର ଜୋରଦାର କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି, ଯେଉଁଥିରେ ସାଧାରଣ ଲୋକଙ୍କୁ କମିଶନ୍ ଲୋଭ ଦେଖାଇ ଲକ୍ଷ ଲକ୍ଷ ଟଙ୍କାର ବେଆଇନ କାରବାର କରାଯାଉଛି। ଭୁବନେଶ୍ୱର, ବଲାଙ୍ଗୀର, ପୁରୀ ଏବଂ ମୟୂରଭଞ୍ଜରୁ ନକଲି କମ୍ପାନୀ ନାଁରେ ଆକାଉଣ୍ଟ ଖୋଲି ଠକେଇ କରୁଥିବା ଅନେକ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଏଥିରେ କିଛି ବ୍ୟାଙ୍କ କର୍ମଚାରୀଙ୍କ ସନ୍ଦିଗ୍ଧ ଭୂମିକା ମଧ୍ୟ ସାମ୍ନାକୁ ଆସିଛି। ଜାଣତରେ ହେଉ ବା ଅଜାଣତରେ, ନିଜ ବ୍ୟାଙ୍କ ଆକାଉଣ୍ଟ ଅନ୍ୟକୁ ବ୍ୟବହାର କରିବାକୁ ଦେଲେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ପୋଲିସ ସତର୍କ କରାଇଛି। #CyberCrimeOdisha #MuleAccount #OdishaPolice #CyberFraudBusted #FakeBankAccounts #BhubaneswarCyberCrime #PuriCyberPolice #BalangirNews #CyberAwareness #FinancialFraud #OdishaPoliceCrackdown #BankFraudAlert #OdishaNews #OdiaNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate
Read Entire Article
LEFT SIDEBAR AD

Hidden in mobile, Best for skyscrapers.