Bhadrak Flood News: Baitarani Level Recedes But Breaches Keep Villages Submerged | Argus News

1 day ago 1
ARTICLE AD BOX


Bhadrak Flood News: Baitarani Level Recedes But Breaches Keep Villages Submerged | Argus News ଭଦ୍ରକରେ କମିଛି ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର। ବିପଦ ସଂକେତ ଠାରୁ ବହୁ ତଳେ ପ୍ରବାହିତ ହେଉଛି ଉଭୟ ନଦୀର ଜଳସ୍ତର। ହେଲେ ସାଳନ୍ଦୀ ଓ ନାଳିଆ ନଦୀରେ ଘାଇ ସୃଷ୍ଟି ହେବା ଦ୍ୱାରା ସେହି ଘାଇରେ ପାଣି ଚାଲୁଛି। ଭଦ୍ରକ ବ୍ଲକ ଅଧିନସ୍ଥ ଅର୍ଣ୍ଣପାଳ ପଞ୍ଚାୟତର ରାଜାମୁକୁନ୍ଦପୁର ଓ ତିହିଡି଼ ବ୍ଲକର ତଳଗୋପ ବିନ୍ଧା ପଞ୍ଚାୟତର ମାତଗଜପୁର ଠାରେ ଦୁଇଟି ବ୍ରିଜ ଉପରେ ଏବେବି ବନ୍ୟା ଜଳ ପ୍ରବାହିତ ହେଉଛି। ତଳିଆ ଅଞ୍ଚଳରେ କିଛି ଗାଁରେ ଏବେ ବି ବନ୍ୟା ଜଳ ରହିଛି। ଲୋକମାନେ ପାଣିରେ ଯାତାୟାତ କରୁଛନ୍ତି। ସେହିପରି ଶହ ଶହ ହେକ୍ଟର ଚାଷ ଜମିରେ ଜଳମଗ୍ନ ହୋଇ ରହିଛି। The water levels of Baitarani and Salandi rivers have started receding in Bhadrak, but the flood situation remains grim due to breaches in Salandi and Nalia rivers. Floodwaters continue to flow over bridges at Rajamukundapur and Matagajapur, cutting off communication. Low-lying villages remain submerged, forcing residents to wade through water for daily needs. Hundreds of hectares of farmland are also under water, threatening major crop loss. Watch this ground report from Bhadrak on Argus News for the latest updates on the flood aftermath and restoration efforts. #BhadrakFlood #OdishaFlood #BaitaraniRiver #SalandiRiver #FloodFury #RuralOdisha #CropLoss #BhadrakNews #FloodImpact #VillageUpdates #OdishaRain #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate
Read Entire Article
LEFT SIDEBAR AD

Hidden in mobile, Best for skyscrapers.