Bhadrak Flood Misery: Rivers Recede But Breached Embankments Keep Villages Submerged | Argus News

1 day ago 1
ARTICLE AD BOX


Bhadrak Flood Misery: Rivers Recede But Breached Embankments Keep Villages Submerged | Argus News କମୁଛି ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର। ହେଲେ କମି ନାହିଁ ବନ୍ୟା ବିପନ୍ନ ଙ୍କ ଦୁର୍ଦଶା। ବିଶେଷ କରି ସାଳନ୍ଦୀ ନଦୀ କୂଳବର୍ତ୍ତୀ ଲୋକ ମାନଙ୍କ ଦୁର୍ଦଶା ବଢିଛି। ଏବେବି ହଦଗଡ଼ ଡ୍ୟାମରୁ 14 ଶହ କ୍ୟୁସେକ ଜଳ ପ୍ରତି ସେକେଣ୍ଡରେ ସାଳନ୍ଦୀ ନଦୀକୁ ଛଡା ଯାଉଛି। ତେଣୁ ସାଳନ୍ଦୀ ଓ ନାଳିଆ ନଦୀରେ ସୃଷ୍ଟି ହୋଇ ଥିବା ବାରୋ ଏବଂ ଲଞ୍ଜାତରା ଠାରେ ସୃଷ୍ଟି ହୋଇ ଥିବା ଘାଇରେ ବନ୍ୟା ପାଣି ଚାଲିଛି। ଘାଇ ସୃଷ୍ଟି ହେବାର 3 ଦିନ ହୋଇ ଗଲାଣି ତଥାପି ଘାଇ ମରାମତି ହୋଇ ପାରିନାହିଁ। ତେଣୁ ବିଲଣା ପଞ୍ଚାୟତର ଲଞ୍ଜାତରା ଗାଁ ଓ ଶାସନ ଗାଁରେ ଏବେ ବି ବନ୍ୟା ପାଣି ଜମି ରହିଛି। ସେହିପରି ବାରୋ ପଞ୍ଚାୟତର ବାରୋ ଡିହ ଗାଁରେ ମଧ୍ୟ ବନ୍ୟା ଜଳ ପ୍ରବାହିତ ହେଉଛି। ତଳଗୋପବିନ୍ଧା ପଞ୍ଚାୟତ ମାତଗଜପୁର, ତଳଗୋପବିନ୍ଧାର ଜେନା ସାହିରେ ମଧ୍ୟ ବନ୍ୟାଜଳ ଛାଡି ନାହିଁ। ଅର୍ଣ୍ଣପାଳ ପୋଲ ଏବଂ ମାତଗଜପୁର ପୋଲ ଉପରେ ବନ୍ୟା ପାଣି ପ୍ରବାହିତ ହେଵା ଦ୍ୱାରା ଯାତାୟାତରେ ବହୁ ଅସୁବିଧା ହେଉଛି। ଏବେବି ତଳଗୋପ ବିନ୍ଧା ପଞ୍ଚାୟତର ଲୋକ ମାନେ ସେଲଟରରେ ରହିଛନ୍ତି. ଲୋକ ଙ୍କ ଘର ଭିତରେ ବନ୍ୟା ପାଣି ଥିବାରୁ ସେମାନେ ଅନେକ ଅସୁବିଧା ରେ ସମୁଖୀନ ହେଉଛନ୍ତି। Even though the water levels of Baitarani and Salandi rivers have started receding in Bhadrak, the ordeal for flood-affected residents is far from over. Significant breaches at Baro and Lanjatara remain unrepaired for three days, causing continuous inflow of water into villages like Lanjatara, Shasan, and Jenasahi. With 1400 cusecs of water being released per second from Hadgarh Dam, the pressure on Salandi river persists. Communication is hit as floodwater flows over Arnpal and Matagajapur bridges. Many displaced families in Talagopabindha panchayat are still living in shelters as their homes remain submerged. Watch this ground report on Argus News for the latest updates on the flood aftermath in Bhadrak. #BhadrakFlood #OdishaFlood #SalandiRiver #BaitaraniRiver #HadgarhDam #FloodFury #RuralOdisha #DisasterManagement #FloodImpact #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate
Read Entire Article
LEFT SIDEBAR AD

Hidden in mobile, Best for skyscrapers.