ARTICLE AD BOX
Bhadrak Flood Alert: Salandi And Nalia Rivers Embankments Breach, Villages Inundated | Argus News Severe flood conditions have hit Bhadrak district following major embankment breaches in the Salandi and Nalia rivers. A massive 100-foot breach occurred at Kuamahara in Baro, while a 50-foot breach was reported at Lanjatara under Bilona panchayat. Floodwaters have submerged vast stretches of agricultural land and entered several villages, including Barodih, Bilona Sasan, and Dahanigadia, causing widespread panic among residents. Although the Irrigation Department has initiated repair work using sandbags and bamboo barricades, strong water currents are severely hindering restoration efforts. ସାଳନ୍ଦୀ ଓ ନାଳିଆ ନଦୀରେ ଘାଇ । ଭଦ୍ରକରେ ସାଳନ୍ଦୀ ଓ ଏହାର ଶାଖା ନଦୀ ନାଳିଆ ନଦୀର ପୁଣି ବନ୍ୟା ଆସିବା ଦ୍ୱାରା ତଳିଆ ଅଞ୍ଚଳର ଚାଷ ଜମି ସହିତ କେତେକ ଗାଁକୁ ବନ୍ୟା ଜଳ ମାଡିଛି । ଏପରିକି ଏହି ବନ୍ୟା ଦ୍ୱାରା ସାଳନ୍ଦୀ ନଦୀର ବାରୋ ଡିହକୁଆ ମାହାରା ଠାରେ ୧୦୦ ଫୁଟର ଘାଇ ହୋଇଥିବା ବେଳେ, ବିଲଣା ପଞ୍ଚାୟତର ଲଞ୍ଜାତରା ଠାରେ ନାଳିଆ ନଦୀର 50 ଫୁଟ୍ରୁ ଅଧିକ ଘାଇ ହୋଇ ଯାଇଛି । ଗତକାଲି ଠାରୁ ବନ୍ୟା ଜଳ ବିଲଣା ପଞ୍ଚାୟତର ଲଞ୍ଜାତରା, ବିଲଣା ଶାସନ, ଗଳଗଣ୍ଡପୁର, ନୂଆପାଟଣା, କେରଡିହ ଆଦି ଗାଁରେ ଚାଷ ଜମି ଭିତରକୁ ବନ୍ୟା ପାଣି ପୁଣି ଥରେ ପ୍ରବେଶ କରିଛି । #BhadrakFlood #SalandiRiver #NaliaRiver #OdishaFloods #EmbankmentBreaches #FloodAlert #BhadrakNews #OdishaWeather #FloodUpdates #OdishaDisaster #BhadrakAlert #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

3 days ago
1


