ARTICLE AD BOX
Bengaluru Hotel Raid: Expired Milk & Rotten Meat Found in Top Star Hotels | Food Safety | Argus News ବେଙ୍ଗାଲୁରୁର ବିଭିନ୍ନ ହୋଟେଲରେ ଚଢ଼ାଉ ବେଳେ ଅଖାଦ୍ୟ ଜବତ ପରେ ଖାଦ୍ୟ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ସହରର ପ୍ରସିଦ୍ଧ ହୋଟେଲଗୁଡ଼ିକରେ ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ଉ ବେଳେ ପଚା ମାଂସ ଏବଂ ଏକ୍ସପାୟାରୀ କ୍ଷୀର ଜବତ ହୋଇଛି । ବିଭିନ୍ନ ହୋଟେଲରୁ ଜବତ ଏବଂ ନଷ୍ଟ ହୋଇଥିବା ଖାଦ୍ୟ ସାମଗ୍ରୀର ତାଲିକାରେ ରହିଛି ପଚା କୁକୁଡ଼ା ଏବଂ ଗୋମାଂସ, ପଚା ପନିପରିବା, ବ୍ୟବହୃତ ରନ୍ଧା ତେଲ, ପଚା ମାଛ, ଛତୁ । ସହରର ବିଭିନ୍ନ ନାମୀଦାମୀ ହୋଟେଲରୁ ଏହି ସବୁ ଅଖାଦ୍ୟ ଜବତ କରିଛି ଖାଦ୍ୟସୁରକ୍ଷା ବିଭାଗ । 10 ଦିନ ପୂର୍ବରୁ ଏକ୍ସପାଏରୀ ତାରିଖ ସରିଥିବା କ୍ଷୀର ଏବଂ ଦହିକୁ ରଖାଯାଇ ଗ୍ରାହକଙ୍କୁ ଖାଇବାକୁ ଦିଆଯାଉଥିଲା । ଅନିୟମିତତା ଯୋଗୁଁ କର୍ତ୍ତୃପକ୍ଷ ଉକ୍ତ ହୋଟେଲର ରୋଷେଇଶାଳାକୁ ସିଲ କରିଦେଇଛନ୍ତି। Are you eating at star hotels? Think twice! A massive raid by the Food Safety Department in Bengaluru has uncovered shocking irregularities in some of the city's most famous hotels. Officials seized rotten chicken, beef, fish, and vegetables, along with milk and curd that had expired 10 days ago. Used cooking oil and stale mushrooms were also found being served to customers. Following these gross violations, the authorities have sealed several hotel kitchens. Watch this detailed report on Argus News to know the dark side of luxury dining and the importance of food safety. #BengaluruHotelRaid #FoodSafety #StarHotels #ShockingExpose #FoodAdulteration #HealthAlert #BengaluruNews #FoodSecurity #KitchenSealed #ConsumerAwareness #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

1 day ago
1


