ARTICLE AD BOX
Bengaluru Cyber Police Arrest Fake Congress Leader PA In Bhubaneswar | Argus News In a major joint operation, the Bengaluru Cyber Police, with support from Maitri Vihar Police in Bhubaneswar, arrested a fraudster identified as Jagannath Mandal from Salia Sahi. Originating from Ganjam, Jagannath allegedly posed as a fake Personal Assistant to a top national Congress leader and extorted money from people using social media platforms. Following a cyber fraud complaint registered in Bengaluru, the accused was hiding in Bhubaneswar to evade arrest. Bengaluru Police tracked him down and took him into custody. Watch the full detailed video report on Argus News for all the latest updates on this case. ଭୁବନେଶ୍ୱରରେ ବେଙ୍ଗାଲୁରୁ ପୋଲିସ୍ ...ମୈତ୍ରୀ ବିହାର ଥାନାରେ ବେଙ୍ଗାଲୁରୁ ସାଇବର୍ ପୋଲିସ …ନକଲି ପର୍ସନାଲ ଆସିଷ୍ଟାଣ୍ଟକୁ ବାନ୍ଧିଲା ବେଙ୍ଗାଲୁରୁ ସାଇବର୍ ପୋଲିସ...ଜାତୀୟ କଂଗ୍ରେସର ସର୍ବୋଚ୍ଚ ନେତାଙ୍କ ନାମରେ ଟଙ୍କା ମାଗି ବନ୍ଧା ହେଲା ନକଲି ପି.ଏ….ସୋସିଆଲ ମିଡିଆରେ ଟଙ୍କା ମାଗିବା ଯୁବକଙ୍କୁ ପଡ଼ିଛି ମହଙ୍ଗା...ବେଙ୍ଗାଲୁରୁରେ ହୋଇଥିବା ଅଭିଯୋଗ ଆଧାରରେ ଭୁବନେଶ୍ୱରରେ ଚଢାଉ କରିଛି ବେଙ୍ଗାଲୁରୁ ସାଇବର୍ ପୋଲିସ...ମୈତ୍ରୀ ବିହାର ଥାନା ପୋଲିସ ସହଯୋଗରେ ସାଲିଆ ସାହିରୁ ଗିରଫ ହୋଇଛି ଅଭିଯୁକ୍ତ...ଗିରଫ ଅଭିଯୁକ୍ତ ହେଲା ଗଞ୍ଜାମର ଜଗନ୍ନାଥ ମଣ୍ଡଳ... #Bhubaneswar #BengaluruPolice #CyberCrime #FakePA #CyberCrimeArrest #OdishaCrime #SaliaSahi #CongressLeaderPA #CyberFraud #MaitriViharPolice #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

1 day ago
1


