Basudevpur Flood Situation Worsens As Gamei River Overflows Again | Argus News

1 hour ago 2
ARTICLE AD BOX


Basudevpur Flood Situation Worsens As Gamei River Overflows Again | Argus News Flood situation in Basudevpur has turned grim once again as the water level in the Gamei River continues to rise rapidly. Commuters are facing severe hardship as floodwaters measuring two to three feet deep are flowing over the main road connecting Barandua and Sudarshanpur. This marks the third time in a single month that the region has been hit by flooding, leaving local residents in a state of panic. Vast stretches of farmland are now submerged under six to seven feet of floodwater, damaging crops extensively. Stay tuned to Argus News for real-time updates and ground reports from the affected areas. ବନ୍ୟା ପାଣି ନକମୁଣୁ ପୁଣି ବାସୁଦେବପୁରରେ ବନ୍ୟା ସ୍ଥିତି... ବନ୍ୟା ପାଣି ମାଡି ଆସିବାରୁ ବରଣ୍ଡୁଆ ଓ ସୁଦର୍ଶନପୁର ମୁଖ୍ୟ ରାସ୍ତା ବୁଡି ରାସ୍ତା ଉପରେ ଦୁଇ ଫୁଟରୁ ତିନି ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। ଗୋଟିଏ ମାସରେ ୩ ଥର ବନ୍ୟା ଜଳ ଆସିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଏବେ ପାଣି ବଢ଼ୁଥିବାରୁ ପୁଣି ଆତଙ୍କିତ ଅବସ୍ଥାରେ ସ୍ଥାନୀୟ ଲୋକ ରହିଛନ୍ତି। ଏମିତିକି ଚାଷ ଜମିରେ ମଧ୍ୟ ୬ ଫୁଟରୁ ୭ ଫୁଟ ପାଣି ଚାଲୁଛି। ଗମେଇ ନଦୀ ରେ ବନ୍ୟା ଜଳ ଆସିବାରୁ ବାସୁଦେବପୁରରେ ପୁଣି ବନ୍ୟା ସ୍ଥିତି ଦେଖାଦେଇଛି। #BasudevpurFlood #OdishaFloods #GameiRiver #BhadrakNews #FloodAlert #OdishaDisaster #CropDamage #Barandua #Sudarshanpur #HeavyRainfall #DisasterUpdate #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate
Read Entire Article
LEFT SIDEBAR AD

Hidden in mobile, Best for skyscrapers.