ARTICLE AD BOX
Baitarani & Salandi River Water Level Recedes: Low-lying Areas Still Inundated | Argus News ଧୀରେ ଧୀରେ ହ୍ରାସ ପାଉଛି ବୈତରଣୀ ଓ ସାଳନ୍ଦୀ ନଦୀର ଜଳ ସ୍ତର। ଆଖୁଆପଦା ଆନିକଟ ନିକଟରେ ବିପଦ ସଂକେତ 18.33 ମିଟର ରହିଥିବା ବେଳେ ସକାଳ 6 ଟା ସୁଦ୍ଧା 18.07 ମିଟରରେ ବନ୍ୟା ଜଳ ପ୍ରବାହିତ ହେଉଛି। ସେହିପରି ରାଜଘାଟ ଠାରେ ସାଳନ୍ଦୀ ନଦୀର ବିପଦ ସଂକେତ 17 ଫୁଟ ରହିଥିବା ବେଳେ ସକାଳ 6 ଟା ସୁଦ୍ଧା 16 ଫୁଟରେ ପ୍ରବାହିତ ହେଉଛି ବନ୍ୟା ଜଳ। ବନ୍ୟାଜଳ ହ୍ରାସ ପାଇବା ସତ୍ତ୍ବେ ତଳିଆ ଅଞ୍ଚଳରେ ଏବେ ବି ଦୂର ହୋଇନି ଜଳବନ୍ଦୀ ସମସ୍ୟା। The water level of Baitarani and Salandi rivers is gradually receding. While the danger level is 18.33 meters near Akhvapada Anicut, the flood water is flowing at 18.07 meters as of 6 am. Similarly, the danger level of Salandi river at Rajghat is 17 feet, but the flood water is flowing at 16 feet as of 6 am. Despite the receding flood water, the problem of waterlogging has not gone away in the low-lying areas. #BaitaraniFlood #SalandiRiver #OdishaFloodUpdate #Akhuapada #Rajghat #FloodRelief #OdishaWeather #WaterLevelReceding #BhadrakNews #JajpurNews #FloodSituation #OdishaNews #OdiaNews #BreakingNews #ArgusNews ----- 'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ । Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility. **** Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argusnews.in Youtube : https://www.youtube.com/c/TheArgusNewsOdia Twitter: https://twitter.com/ArgusNews_in Instagram: https://www.instagram.com/argusnewsin Argus News Is Available on: TataPlay channel No - 1780 Airtel TV channel No - 609 Dish TV channel No - 1369 d2h channel No - 1757 SITI Networks HYD - 12 Hathway - 732 GTPL KCBPL - 713 SITI Networks Kolkata - 460 & other Leading Cable Networks You Can WhatsApp Us Your News On- 8480612900 *** #ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate

3 hours ago
1


